Home Breaking News / ତାଜା ଖବର ସ୍ବାସ୍ତିକ୍ ଗ୍ଲାସ ହାଉସ୍ରୁ ଡକାୟତି କରି ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବ ନେଇ ଥାନାରେ ଅଭିଯୋଗ

ସ୍ବାସ୍ତିକ୍ ଗ୍ଲାସ ହାଉସ୍ରୁ ଡକାୟତି କରି ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବ ନେଇ ଥାନାରେ ଅଭିଯୋଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ଜାତୀୟ ରାଜପଥ ଠାରେ ଥିବା ସ୍ବାସ୍ତିକ୍ ଗ୍ଲାସ ହାଉସ୍ ରୁ ଡକାୟତି କରି ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବ ନେଇ ଥାନାରେ ଅଭିଯୋଗ କରିଛନ୍ତି ଉକ୍ତ ଗ୍ଲାସ ହାଉସ୍ ର ମାଲିକ ଶିବରାମ ମୁଦୁଲି । ଘଟଣା ସ୍ଥଳେ ଟାଉନ SDPO ଵିଷ୍ଣୁ ପ୍ରସାଦ ପତି, ବୈଦ୍ୟନାଥପୁର ଥାନା ଅଧିକାରୀ ରାମ କୁମାର ମୁର୍ମୁ, ଟାଉନ ଥାନା ଅଧିକାରୀ ସୁରେଶ ତ୍ରିପାଠୀ ,ଲାଞ୍ଜିପଲ୍ଲୀ ଫାଣ୍ଡି ଅଧିକାରୀ ସନ୍ତୋଷ ଶତପଥୀ,ବିଭୂତି ଭୂଷଣ ସେଠି ପହଞ୍ଚି ସେଠାରେ ଲାଗିଥିଲା ସିସିଟିଭି ଫୁଟେଜ ଯାଞ୍ଚ କରିଛନ୍ତି । ଉକ୍ତ ଗ୍ଲାସ ହାଉସରେ କାଯ୍ୟରତ କର୍ମଚାରୀ ଓ ସିକ୍ୟୁରୁଟି ଗାର୍ଡକୁ ପୁଲିସ ପଚରା ଉଚାର କରିବା ସହ ଦୁଇ କର୍ମଚାରୀକୁ ଥାନାକୁ ନେଇ ପଚରା ଉଚାର କରୁଛି ।

related posts

Leave a Comment