Home Breaking News / ତାଜା ଖବର ଧାନ ଗଦାରେ ଅଗ୍ନିକାଣ୍ଡ, ଜଳିଗଲା ୫ ଏକର ଧାନ ଗଦା

ଧାନ ଗଦାରେ ଅଗ୍ନିକାଣ୍ଡ, ଜଳିଗଲା ୫ ଏକର ଧାନ ଗଦା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗୁଣପୁର(ରବିକରଣ ପଣ୍ଡା): ରାୟଗଡ଼ା ଜିଲା ଗୁଣପୁର ଲବା ଗାଁ ଧାନ ଗଦା ରେ ଅଗ୍ନିକାଣ୍ଡ | ଅଗ୍ନିକାଣ୍ଡ ରେ ଜଳିଗଲା ସୁରଥ ଓ ରୁଷି ଶବର ଙ୍କ 5 ଏକର ଧାନ ଗଦା | ତେବେ ନିଆଁ କେମିତି ଲାଗିଲା ତାହା ଜଣା ପଡି ନାହିଁ | ଗୁଣପୁର ଅଗ୍ନିଶମ ବାହିନୀ କର୍ମଚାରୀ ପହଁଞ୍ଚିବା ବେଳକୁ ଧାନ ଗଦା ପାଉଁଶ ହୋଇଯାଇଛି |

related posts

Leave a Comment