Home Breaking News / ତାଜା ଖବର ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଚପେଇଙ୍କ 96 ତମ ଜନ୍ମ ବାର୍ଷିକ ଦିବସ ପାଳିତ

ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଚପେଇଙ୍କ 96 ତମ ଜନ୍ମ ବାର୍ଷିକ ଦିବସ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଧର୍ମଗଡ(ରମେଶ ଚନ୍ଦ୍ର ଗୋପାଳ):

କଳାହାଣ୍ଡି ଜିଲ୍ଲା, ଧର୍ମଗଡ ବ୍ଲକ ସ୍ଥିତ ପର୍ଲା ଗ୍ରାମ ଦୁର୍ଗମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟି ର ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଚପେଇ ଙ୍କ 96 ତମ ଜନ୍ମ ବାର୍ଷିକ ଉପଲକ୍ଷେ ସଭା ଅନୁଷ୍ଠିତ ହୋଇ ଥିଲା |

ଏହି ସଭା ଟି ଜିଲ୍ଲା ଉପ -ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀ କାନ୍ତ ବାଗ, ମଣ୍ଡଳ ପ୍ରହାରି ଶ୍ରୀମତୀ ସୁକାନ୍ତି ସା, ଜିଲ୍ଲା ପ୍ରତିନିଧି ପାରେଶ୍ୱର ସାହୁ, sc ମୋର୍ଚା ସଭାପତି ରଘୁମଣୀ ମେହେର, କୃଷକ ମୋର୍ଚା ସଭାପତି ଗୋସିଙ୍ଗ ନାଗ, ଯୁବମୋର୍ଚା ସଭାପତି ଚିତ୍ତରଞ୍ଜନ ଗୋପାଳ , ସୁଧୀର କୁମାର ବାଗ, ବରିଷ୍ଠ ସମାଜ ସେବି ଶ୍ରୀଯୁକ୍ତ ହୃଷିକେଶ ସାହୁ, ହେତୁରମ ମେହେର, ସରୋଜ କୁମାର ଦାସ, ଯୁବନେତା ବ୍ରିଜଲାଲ ନାଏକ ଏବଂ ସମସ୍ତ ଭାରତୀୟ ଜନତା ପାର୍ଟି ର କର୍ମ କର୍ତା ମାନ ଙ୍କ ଉପସ୍ଥିତିରେ ବହୁ ସମାରୋହରେ ପାଳିତ ହୋଇ ଯାଇଛି |
ଏହି ଜନ୍ମ ବାର୍ଷିକ ଉତ୍ସବ ସଭାଟି ତୁଳସୀ ନାଏକ ପରିଚାଳନା କରିଥିବା ବେଳେ ଜିଲ୍ଲା ଉପ -ସଭାପତି ଲକ୍ଷ୍ମୀ କାନ୍ତ ବାଗ ଙ୍କ ତତ୍ୱା ବଧାନ ରେ କାର୍ଯ୍ୟ ଟି ସମାପନ ହୋଇଥିଲା

related posts

Leave a Comment