Home Breaking News / ତାଜା ଖବର ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନକୁ ସୁଶାସନ ଦିବସ ଭାବେ ରାୟଗଡ ଭାଜପା ପାଳନ କଲା

ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନକୁ ସୁଶାସନ ଦିବସ ଭାବେ ରାୟଗଡ ଭାଜପା ପାଳନ କଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୨୫/୧୨-(ଧନେଶ୍ବର ରାଉତ)-ରାୟଗଡ ଜିଲ୍ଲା ଭାଜପା ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ବରେ ଆଜି ରାୟଗଡ ଜିଲ୍ଲା ବିଜେପି ପାର୍ଟି କାର୍ଯ୍ୟାଳୟ ରେ ଭାରତ ରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଜି ଙ୍କ ଜନ୍ମ ଦିନ କୁ ସୁଶାସନ ଦିବସ ଭାବେ ପାଳନ କରାଯାଇଛି । ତାଙ୍କର କ୍ଷଣ କବିତା ଓ ଦୂର ଦୃଷ୍ଟି ରାଜନୈତିକ ଦର୍ଶନ ଯୋଗୁ ଭାରତର ଅନେକ ଉନତି ହେଉଛି ତେଣୁ ତାଙ୍କ ଅବଦାନ ଭାରତ ପାଇଁ ଅବିସ୍ମରଣୀୟ ହୋଇ ରହିବ ବୋଲି ସଭାପତି ଶ୍ରୀ ପଟନାୟକ କହିଛନ୍ତି। ତାଙ୍କ ଯୋଜନା ମୁତାବକ ସ୍ବର୍ଣ୍ଣ ତ୍ରିଭୁଜ ଓ ଚତୁର୍ଭୁଜ ଯୋଜନା ଯୋଗୁଁ ଗ୍ରାମୀଣ ସ୍ତରରେ ଗମନା ଗମନ ପାଇଁ ରାସ୍ତା ଘାଟ ପହଞ୍ଚି ପାରି ଗ୍ରାମର ସର୍ବାଙ୍ଗୀନ ଉନତି ପାଇଁ ସହାୟକ ହେଇଛି। ଏଥିରେ ଟାଉନ ସଭାପତି ଶ୍ରୀ ବିଦ୍ୟା ଭୂଷଣ ପଣ୍ଡା ଙ୍କ ସଭାପତିତ୍ବରେ ସାଧାରଣ ସମ୍ପାଦକ କିଶୋର ପଣ୍ଡା, ବୁଦ୍ଧିଜୀବୀ ସେଲ ର ଗୋପୀ ଆନନ୍ଦ, ଆଇନଜୀବୀ ସେଲ ର ଗୋପୀ କ୍ରିଷ୍ଣା, ଉପ ସୋଭାପତି ଓକିଲ ଶ୍ରୀ ଭେଙ୍କଟ ରାଓ…

related posts

Leave a Comment