Home Breaking News / ତାଜା ଖବର ପ୍ରଭାସଙ୍କ ଫିଲ୍ମ ‘ରାଧେ ଶ୍ୟାମ’ ଟ୍ରେଲର୍ ରିଲିଜ୍

ପ୍ରଭାସଙ୍କ ଫିଲ୍ମ ‘ରାଧେ ଶ୍ୟାମ’ ଟ୍ରେଲର୍ ରିଲିଜ୍

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ ୨୪/୧୨: ସାଉଥ ସିନେମା ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ରାଧେ ଶ୍ୟାମର ଟ୍ରେଲର ରିଲିଜ୍ ହୋଇଛି। ଏହି ଫିଲ୍ମରେ ପ୍ରଭାସଙ୍କ ସହ ମୁଖ୍ୟ ଭୂମିକାରେ ପୂଜା ହେଗଡେ ନଜୁ ଆସିଛନ୍ତି। ଫିଲ୍ମଟି ଆସନ୍ତା ବର୍ଷ ଅର୍ଥାତ୍ ଜାନୁୟାରୀ ୧୪, ୨୦୨୨ ରେ ରିଲିଜ୍ ହେବ। ଫିଲ୍ମର ଟ୍ରେଲର ରିଲିଜ ହେବା ମାତ୍ରେ ଭାଇରାଲ ହୋଇଛି। ଟ୍ରେଲରରେ ପ୍ରଭାସ କହିଛନ୍ତି, ତାଙ୍କ ଭାଗ୍ୟରେ ପ୍ରେମ ଏବଂ ବିବାହ ଲେଖା ନାହିଁ।

ଟ୍ରେଲର ସମୟରେ ଏହା ଦେଖାଯାଇଛି, ଯେତେବେଳେ ଜଣେ ବିଦେଶୀ ଝିଅ ପ୍ରଭାସଙ୍କୁ ‘ଆଇ ଲଭ୍ ୟୁ କହିଛନ୍ତି’, ସେ ତାଙ୍କୁ କହିଛନ୍ତି, ‘ନା, ମୁଁ କେବଳ ଫ୍ଲର୍ଟେସନ୍ ଚାହେଁ’। ଖୁବ୍ ଶୀଘ୍ର ପ୍ରଭାସଙ୍କ ଜୀବନରେ ପୂଜା ହେଗଡେଙ୍କ ଏଣ୍ଟ୍ରୀ ହୋଇଛି, ଯାହାଙ୍କୁ ଦେଖି ଅଭିନେତା ତାଙ୍କ ପ୍ରେମରେ ପଡ଼ିଯାଇଛନ୍ତି। ଟ୍ରେଲରରେ ପୂଜା କହିଛନ୍ତି ପ୍ରଭାସ ଏବଂ ତାଙ୍କ ମଧ୍ୟରେ ୯୭ ଥର କିସ୍ ହୋଇଛି।

related posts

Leave a Comment