Home Breaking News / ତାଜା ଖବର ମଦ୍ୟପାନ ସହ ଦୃତ ଗତି ଯୋଗୁଁ ୩ ବର୍ଷରେ ୨୬୨ ଜଣଙ୍କ ମୃତ୍ୟୁ ଶତାଧିକ ଗୁରୁତର

ମଦ୍ୟପାନ ସହ ଦୃତ ଗତି ଯୋଗୁଁ ୩ ବର୍ଷରେ ୨୬୨ ଜଣଙ୍କ ମୃତ୍ୟୁ ଶତାଧିକ ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୨୪/୧୨: କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧିପାଉଛି । ଏ ସବୁ ଦୁର୍ଘଟଣା କେବଳ ମଦ୍ୟପାନ ଜନିତ ଓ ଦୃତ ଗତିରେ ଗାଡି ଚାଳନ।ଯୋଗୁଁ ହୋଇଥିବା ଜିଲ୍ଲା ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାଏ କହିଛନ୍ତି ।
ସୂଚନାଯୋଗ୍ୟଯେ, ଗତ ୨୦୧୯ ବର୍ଷରେ ରାସ୍ତା ଦୁର୍ଘଟଣାରେ ୮୬ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦୨୦ ବର୍ଷରେ ୯୫ ଜଣ ଓ୨୦୨୧ରେ ୮୧ଜଣଙ୍କ ମୃତ୍ୟୁ ଘଟିଛି ।
ତେବେ ସଚେତନତାର ଅଭାବ ଏହାର କାରଣ, ଲୋକଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ଥିବା ପରିବହନ ଅଧିକାରୀ ସାମନ୍ତରାଏ କହିଛନ୍ତି। ବିଭାଗ ପକ୍ଷରୁ ସଚେତନ କରାଯାଉଥିବା ସେ କହିଛନ୍ତି ।

related posts

Leave a Comment