Home Breaking News / ତାଜା ଖବର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କାର୍ଡ ବଣ୍ଟନ କାଯ୍ୟକ୍ରମରେ ସାଲେପୁର ବିଧାୟକଙ୍କ ପ୍ରଶାନ୍ତ ବେହେରା ମଂଚରେ ଦବଙ୍ଗଗିରୀ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କାର୍ଡ ବଣ୍ଟନ କାଯ୍ୟକ୍ରମରେ ସାଲେପୁର ବିଧାୟକଙ୍କ ପ୍ରଶାନ୍ତ ବେହେରା ମଂଚରେ ଦବଙ୍ଗଗିରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କାର୍ଡ ବଣ୍ଟନ କାଯ୍ୟକ୍ରମରେ ସାଲେପୁର ବିଧାୟକଙ୍କ ପ୍ରଶାନ୍ତ ବେହେରା ମଂଚରେ ଦବଙ୍ଗଗିରୀ। ଏହି ମଂଚରେ ସାଲେପୁର ବିଡିଓ ରାଜୀବ ଦାସ ମଧ୍ୟ ଉପସ୍ଥିତ ଥିଲେ। ଘଣ୍ଟା ଘଣ୍ଟା ଧରି ସ୍ୱାସ୍ଥ୍ୟ କାର୍ଡ ପାଇଁ ଅପେକ୍ଷାକରି ବିଧାୟକଙ୍କ ଠାରୁ ପାଇଥିଲେ ଧମକ। ଏଭଳି ଦୃଶ୍ୟଦେଖିବାକୁମିଳିଥିଲା କଟକ ଜିଲ୍ଲା ସାଲେପୁର ରଟିଲୋ ପଞ୍ଚାୟତରେ। ତାଗିଦ କଲେ ମହିଳାସ୍ୱୟଂ ସହାୟକ ଗୋଷ୍ଟିଙ୍କୁ।ଖାଲି ସେତିକି ନୁହେଁ ନିଜ କର୍ମୀଙ୍କୁ ମଧ୍ୟ ତାଗିଦ କରିବାକୁ ପଛାଇ ନାହାନ୍ତି। ମଞ୍ଚରେ ବିଧାୟକ ପ୍ରଶାନ୍ତ ବେହେରା ତୁ ବେସି କଥା କହୁଛୁ କହି ଉପସ୍ଥିତ ଥିବା ମହିଳା ସ୍ୱୟଂସହାୟକ ଗୋଷ୍ଟିର ମହିଳା ମାନଙ୍କ ପାଟି ବନ୍ଦ କରିବାକୁ ତାଗିଦ କରାଇଥିଲେ।

related posts

Leave a Comment