Home Breaking News / ତାଜା ଖବର ଜମିରେ ଧାନ କାଟୁଥୁବା ବେଳେ ଜଳିଗଲା ଧାନ କଟା ଗାଡି

ଜମିରେ ଧାନ କାଟୁଥୁବା ବେଳେ ଜଳିଗଲା ଧାନ କଟା ଗାଡି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପଦ୍ମପୁର(ରବି କିରଣ ପଣ୍ଡା): ଜମିରେ ଧାନ କାଟୁଥୁବା ବେଳେ ଧାନ କଟା ଗାଡି ଜଳିଗଲା । ରାୟଗଡ ଜିଲ୍ଲା ପଦ୍ମପୁର ବ୍ଲକ ଧାରାପୁର ନିକଟରେ ଘଟିଛି ଘଟଣା.ଧାରାପୁର ର ଚାଷୀ ତ୍ରୀନାଥ ଶବରଙ୍କ ଜମିରେ ଧାନ କାଟୁଥୁବାବେଳେ ଗାଡିରେ ହଠାତ ନିଆଁ ଲାଗିଯାଇଥିଲା.ଧାନ କଟା ଗାଡିଟି ସମ୍ପୂର୍ଣ୍ଣ ପୋଡିଯାଇଥିବାବେଳେ ଡ୍ରାଇଭର ଅଳ୍ପକେ ବର୍ତି ଯାଇଛନ୍ତି । ଏଭଳି ଘଟଣା ଅଂଚଳରେ ଚହଳ ପକାଇ ଦେଇଛି ।ବର୍ତମାନ
ଧାନ ଅମଳ ସମୟ । ଧାନ କାଟିବା ସକାଶେ ଶ୍ରମିକ ମିଳୁନଥୁବାରୁ ଚାଷୀ ମେସିନ ସାହାଯ୍ୟରେ ଧାନ କାଟୁଛନ୍ତି । ଆନ୍ଧ୍ର ରୁ ଧାନକଟା ମେସିନ ଆଣି ଧାନ କାଟୁଛନ୍ତି । ଅଂଚଳରେ ଅନେକ ସ୍ଥାନରେ ଧାନ କଟାରେ ମେସିନ ଲାଗିଛି । ଧାନ କଟା ମେସିନ ଜମି ମଧ୍ୟରେ ନିଆଁ ଲାଗି ଜଳିଯିବା ଘଟଣା ଅନ୍ୟ ଚାଷୀମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି

related posts

Leave a Comment