Home Breaking News / ତାଜା ଖବର ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ଶୀତବସ୍ତ୍ର,ପ୍ରଦାନ କଲା ୟୁଥ୍ ଅଫ କନ୍ଧମାଳ

ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ଶୀତବସ୍ତ୍ର,ପ୍ରଦାନ କଲା ୟୁଥ୍ ଅଫ କନ୍ଧମାଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କନ୍ଧମାଳ,୨୧/୧୨( ସୁନୀଲ ପଟନାୟକ ):ପ୍ରବଳ ଶୀତ ରେ ଥରୁଛି ସମଗ୍ର କନ୍ଧମାଳ ଜିଲ୍ଲା। ଲୋକେ ଘରୁ ବାହାରିପାରୁନାହାନ୍ତି । ଏମିତିରେ ଖଜୁରୀପଡ଼ା ବ୍ଲକ ରେ ରହୁଥିବା କିଛି ଅପହଞ୍ଚ ଗ୍ରାମ ଖଲିବେରେନl, ଖୁଣ୍ଟଲାଝର ଆଦି ଗ୍ରାମରେ କମଳ ବାଣ୍ଟିଲେ ସ୍ଵେଛାସେବୀ । କାର୍ଯ୍ୟକ୍ରମରେ ୟୁଥ୍ ଅଫ କନ୍ଧମାଳର ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ୱରେ ଜଏ ତିର୍କି, ବିନ୍ଧାଣି ଓ କରୁଣ ପ୍ରମୁଖ ଉପସ୍ଥିତ ଥିଲେ l ଯୁବକ ମାନଙ୍କ ଏପରି ଜନ ହିତକର କାର୍ଯକ୍ରମ କୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ବାସିନ୍ଦା।

related posts

Leave a Comment