Home Breaking News / ତାଜା ଖବର ବିଭିନ୍ନ ଦାବୀ ପୂରଣ ନେଇ ଯୋଗାଣ ସହାୟକ ସଙ୍ଘର ରା଼ଲି

ବିଭିନ୍ନ ଦାବୀ ପୂରଣ ନେଇ ଯୋଗାଣ ସହାୟକ ସଙ୍ଘର ରା଼ଲି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -20/12(ସୁନୀଲ ପଟନାୟକ )ବିଭିନ୍ନ ଦାବୀ ପୂରଣ ନେଇ ସୋମବାର କନ୍ଧମାଳ ଜ଼ିଲ୍ଲା ଯୋଗାଣ ସହାୟକ ସଙ୍ଘ ପକ୍ଷରୁ କର୍ମଚାରୀ ମାନେ ରାଲି ରେ ଆସି ଜ଼ିଲ୍ଲାପାଳ ଙ୍କ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l
ଦରମା ବୃଦ୍ଧି ସାଙ୍ଗକୁ ସ୍ଥାୟୀ ନିଯୁକ୍ତି ଓ ଅନ୍ୟାନ୍ୟ ସମସ୍ତ ସୁବିଧା ସହ ୭ ଦଫା ଦାବୀ ଅନ୍ତର୍ଭୁକ୍ତ l
ସଂଘ ର ସଭାପତିବିବେକାନନନ୍ଦ ବେହେରା ଓ ସମ୍ପାଦିକା ଜ୍ୟୋସ୍ନା ରାଣୀ ଦେହୁରୀ ଙ୍କ ନେତୃତ୍ୱ ରେ ଆସିଥିବା ରା଼ଲ୍ଲି ରେ ଜ଼ିଲ୍ଲା ର ସବୁ ବ୍ଲକ ର ଶତାଧିକ ଯୋଗାଣ ସହାୟକ ଯୋଗ ଦେଇଥିଲେ l ସଙ୍ଘ ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା

related posts

Leave a Comment