Home Breaking News ଅବକାରୀ ବିଭାଗର ଅତର୍କିତ ଚଢ଼ାଉ:ବିପୁଳ ଗଂଜେଇ ଜବତ,ଦୁଇଜଣ ଅଭିଯୁକ୍ତ ଗିରଫ

ଅବକାରୀ ବିଭାଗର ଅତର୍କିତ ଚଢ଼ାଉ:ବିପୁଳ ଗଂଜେଇ ଜବତ,ଦୁଇଜଣ ଅଭିଯୁକ୍ତ ଗିରଫ

by Times One Odia
Share with
     
 
 
   

ରାୟଗଡ-.୨୦/୧୨-(ଧନେଶ୍ବର ରାଉତ): ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଧେଶ କରେ ଅବକାରୀ ଅଧିକ୍ଷକ ରାୟଗଡ଼ ଶ୍ରୀମତି ନିନା ବେଉରାଙ୍କ ତତ୍ୱାବଧାନରେ ରାୟଗଡ଼ ସଦର ମହକୁମାରୁ ଏକ ସ୍ୱତନ୍ତ୍ର ଦଳ ଗଠନ କରି ବିଷମକଟକ ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ଏବଂ ସମସ୍ତ କର୍ମଚାରୀ ଗତ ତା:-୧୮/୧୨/୨୦୨୧ ରିଖରେ ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଗଗୁଆପଦର ଗ୍ରାମରେ ଅତର୍କିତ ଚଢ଼ାଉ କରି ୬୪ କିଗ୍ରା ଚୋରା ଗଞ୍ଜେଇ ଜବତ କରାଯାଇଛି । ଉକ୍ତ ଧରପଗଡ଼ରେ ଦୁଇଜଣ ଆସାମୀ ଯଥା :-(୧)ଉପେନ୍ଦ୍ର ବେଡ୍ରେକା ଏବଂ (୨) ନରେନ୍ଦ୍ର ବେଡ୍ରେକାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜବତ ଗଞ୍ଜେଇ ଆନୁମାନିକ ମୂଲ୍ୟ ଟ.୩,୨୦,୦୦୦ ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ।
ଉକ୍ତ ଧରପଗଡ଼ରେ ଶ୍ରୀ ସୂର୍ଯ୍ୟ ନାରାୟଣ ରଥ ,ଭାରପ୍ରାପ୍ତ ଅଧିକାରୀ,ରାୟଗଡ଼ା ଅବକାରୀ ଥାନା ଶ୍ରୀ ରଘୁନାଥ ମୁଣ୍ଡା ଲୋହାର ଜିଲ୍ଲା ଭ୍ରମୟମାଣ ଅବକାରୀ ଥାନା , ସମସ୍ତ କର୍ମଚାରୀ ଏବ…

related posts

Leave a Comment