Share with
ଭୁବନେଶ୍ବର ୨୦/୧୨ : ରାଜ୍ୟରେ ନିଯୁକ୍ତି ପାଇବେ ୧୮୫ ପୋଲିସ ଡ୍ରାଇଭର । ଏଥିପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି ପୋଲିସ ଡିଜି ଅଭୟ । ଆଇଜି ଯତିନ୍ଦ୍ର କୋୟଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଚୟନ ପ୍ରକ୍ରିୟା । ଶାରୀରିକ ଏବଂ ଡ୍ରାଇଭିଂ ଟେଷ୍ଟ ସହ ଲଖିତ ପରୀକ୍ଷା ମଧ୍ୟ କରାଯାଇଥିଲା । ଚୟନ କରାଯାଇଥିବା ଡ୍ରାଇଭରଙ୍କ ଲିଷ୍ଟ odishapolice.govt.in ଓ oprecruitment.in ରେ ଉପଲବ୍ଧ ହେବ ।