Home Breaking News / ତାଜା ଖବର ପୂର୍ବତନ କର୍ମଚାରୀ ନେତାବ୍ରଜ ପଟନାୟକଙ୍କ ବିଜେଡ଼ିରେ ଯୋଗଦାନ

ପୂର୍ବତନ କର୍ମଚାରୀ ନେତାବ୍ରଜ ପଟନାୟକଙ୍କ ବିଜେଡ଼ିରେ ଯୋଗଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -17/12(ସୁନୀଲ ପଟନାୟକ): ପୂର୍ବତନ କର୍ମଚାରୀ ନେତା ତଥା ଆଇନଯିବି ବ୍ରଜକିଶୋର ପଟନାୟକ
ଶନିବାର ସମର୍ଥକ ଙ୍କ ସହ ସ୍ଥାନୀୟ ସର୍କିଟ ହାଉସ ରେ ପଂଚାୟତରାଜ ମନ୍ତ୍ରୀ ତଥା କନ୍ଧମାଳ ଜ଼ିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ କୁମାର ଜେନା
ଙ୍କ ଉପସ୍ଥିତି ରେ ଯୋଗ ଦେଇଛନ୍ତି l
ଅନ୍ୟ ମାନଙ୍କ ମଧ୍ଯରେ ଫୁଲବାଣୀ ଏମ ଏଲ ଏ ଅଙ୍ଗଦ କହଁର, ଜ଼ିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ, ଯୁବବିଜେଡି ନେତା କିଶୋର ମେହର ପ୍ରମୁଖ ଉପସ୍ଥିତ ଥିଲେ l
ବ୍ରଜ ଛାତ୍ର ଜିବନ ରେ ଫୁଲବାଣିସରକାରୀ ମହାବିଦ୍ୟାଳୟ ର ସଭାପତି ଥିଲେ l
ପରବର୍ତୀ ସମୟ ରେ ସରକାରୀ ଚାକିରୀ କରିଥିଲେ ଓ ଓଡିଶା କର୍ମଚାରୀ ସଂଗ୍ରାମ ସମିତି ର ରାଜ୍ୟ ଭାଇସ ଚେ ୟା ର ମାନ ଭାବେ ରହି କର୍ମଚାରୀମାନଙ୍କ ନ୍ୟାୟ ପାଇଁ ଲଢେଇ କରୁଥିଲେl
ସେ ଜଣେ ଶ୍ରମିକ ନେତା ଭାବେ ବେଶ ଜଣା ଶୁଣା l
ତାଙ୍କର ଯୋଗଦାନ ବି ଜେ ଡ଼ି ଦଳ କୁ ଅଧିକ ମଜଭୁତ କରିବ ବୋଲି ମନ୍ତ୍ରୀ ଜେନା କହିଥିଲେ l

related posts

Leave a Comment