Home Breaking News / ତାଜା ଖବର ପଂଚାୟତ ରାଜ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ବିରୋଧ କରି ବଜେପି ନେତା ଅଟକ

ପଂଚାୟତ ରାଜ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ବିରୋଧ କରି ବଜେପି ନେତା ଅଟକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -18/12(ସୁନୀଲ ପଟନାୟକ): ଶନିବାର ଫିରିଙ୍ଗିଆ ରେ ପଂଚାୟତରାଜ ଓ ନଗର ଉନ୍ନୟନ ମନ୍ତ୍ରି ପ୍ରତାପ ଜେନା ଙ୍କ ଗସ୍ତକୁକିଛି ବିଜେପି କର୍ମୀଙ୍କ ବିରୋଧ କରିବା ରୁ ସଭା ସ୍ଥଳ ପାଖରୁ ବିଜେପି କର୍ମୀଙ୍କୁ ଟେକିନେଲା ଫିରିଙ୍ଗିଆ ପୋଲିସl
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବସଷ୍ଟାଣ୍ଡ ଠାରେ ହେବାକୁ ଥିବା ସଭା ଓ ମନ୍ତ୍ରି ପ୍ରତାପ ଜେନା ଙ୍କ ଫିରିଙ୍ଗିଆ ଗସ୍ତ କୁ ବିରୋଧ କରି ବାରୁ ଜିଲ୍ଲା ବିଜେପି ଯୁବମୋର୍ଚା ସଭାପତି ଗୋଲକ କହଁର ଙ୍କ ସହ ଅନ୍ୟ କିଛି ବିଜେପି କର୍ମୀ ଙ୍କୁ ପୋଲିସ ସଭାସ୍ଥଳରୁ ଉଠେଇ ନେଇ ଥାନାରେ ଅଟକ ରଖିଛି. l ତବେ ସଭା ଆରମ୍ଭ ହେବା ଆଗରୁ ବିଜେପି କର୍ମୀ ମନେ କଳାପତାକା ଧରି ପ୍ରତିବାଦ କରିବା ପାଇଁ ସଭାସ୍ଥଳକୁ ଧସେଇ ପସୁଥିବା ବେଳେ ପୋଲିସ ସଭାସ୍ଥଳ ନିକଟରୁ ବିଜେପି ନେତା ଓ କର୍ମୀ ଙ୍କୁ ଉଠେଇ ନେଇଥିଲା

related posts

Leave a Comment