Home Breaking News / ତାଜା ଖବର ସମ୍ପୂର୍ଣ ଟୀକାକରଣ ଉଦଘାଟିତ

ସମ୍ପୂର୍ଣ ଟୀକାକରଣ ଉଦଘାଟିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ 17/12(ସୁନୀଲ ପଟନାୟକ): ସମ୍ପୂର୍ଣ ଟୀକା କରଣ ସୁରକ୍ଷିତ ଜୀବନ ଲକ୍ଷ୍ୟ ରେ ଏବେ କନ୍ଧମାଳ ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂତନ ଭାବେ ଦୁଇଟି ଟୀକାକରଣ ଗାଡି କୁ ଶୁକ୍ରବାର ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ. ରାଜଶ୍ରୀ ପଟନାୟକ
ଶୁଭାରମ୍ଭ କରିଛନ୍ତି l ଏହି ଟୀକାକରଣ ଭ୍ୟାନ ପ୍ରଥମେ ଫିରିଙ୍ଗିଆ ବ୍ଲକ ରେ କାର୍ଯ୍ୟକରିବ ପରେ ଜ଼ିଲ୍ଲାର ସମସ୍ତ ବ୍ଲକ ଗସ୍ତ କରିଘର ଦୁଆର ମୁହଁ ରେ ଲୋକଙ୍କୁ ଟୀକା ଦେବl କୋରନା ଦୁତୀୟ ଡୋଜ ଟୀକା ନେବାକୁ ଥିବା ଯୋଗ୍ୟ ଲୋକଙ୍କୁ ଟୀକା ଦେବା ସହ ଅନ୍ୟ ମାନଂକୁ ସଚେତନ କରିବ ବୋଲି ଡା. ପଟନାୟକ କହିଛନ୍ତି l ଆସନ୍ତା ଡ଼ିସେମ୍ବର ୩୧ ସୁଦ୍ଧା ଟୀକା କରଣ କାର୍ଯ୍ୟ ଯେପରି ସରିବ ସେନେଇ ସ୍ଵାସ୍ଥ୍ୟ ବିଭାଗ ଉଦ୍ୟମ ଜାରି ରଖିଥି ବା ସି ଡ଼ି ଏମ ଓ କହିଛନ୍ତି

related posts

Leave a Comment