Home Breaking News / ତାଜା ଖବର ବଲିଉଡରେ କରୋନା ଆତଙ୍କ, ସନାୟା କପୁର ପଜିଟିଭ

ବଲିଉଡରେ କରୋନା ଆତଙ୍କ, ସନାୟା କପୁର ପଜିଟିଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବର୍ତମାନ ବଲିଉଡରେ କରୋନା ଆତଙ୍କ ଖେଳାଇ ଦେଲାଣି । କରୋନା କବଳରେ ଜଣଙ୍କ ପରେ ଜଣେ ବଲିଉଡ ଷ୍ଟାର ପଡୁଛନ୍ତି । ଶେଷ ଖବର ଅନୁସାରେ କରୋନା କବଳରେ ପଡିଛନ୍ତି ସନୟା କପୁର । ଆଗରୁ କରୀନା କପୁର, ଅମୃତା ଅରୋରା କରୋନା ସଂକ୍ରମିତ ହୋଇଥିଲେ । ଏହା ପରେ ସଂଜୟ କପୁରଙ୍କ ପତ୍ନୀ ମହିପ କପୁର ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ । ମହିପ କପୁରଙ୍କ ଠାରୁ ଝିଅ ସନାୟା ସଂକ୍ରମିତ ହୋଇଥିବା ଜଣାପଡିଛି । ସନୟା କପୁରଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରଠାରୁ ସେ ନିଜକୁ ସଂଗରୋଧରେ ରଖିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ନିଜର ପରୀକ୍ଷା କରାଇନେବାକୁ ସେ ସୂଚନା ଦେଇଛନ୍ତି ।

related posts

Leave a Comment