Home Breaking News / ତାଜା ଖବର ମହାଲଷ୍ମୀ ପୂଜା ଅଷ୍ଟମ ଦିନ ବା ଶେଷ ଗୁରୁବାର ପୂଜା ଅନୁଷ୍ଠିତ

ମହାଲଷ୍ମୀ ପୂଜା ଅଷ୍ଟମ ଦିନ ବା ଶେଷ ଗୁରୁବାର ପୂଜା ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୧୬/୧୨-(ଧନେଶ୍ବର ରାଉତ)-ରାୟଗଡା ଜିଲ୍ଲା ମୁନିଗୁଡାର ପାଇକସାହି ପୂଜା ପଡ଼ିଆ ଠାରେ ଅନୁଷ୍ଠିତ ହେଉଥିବା ୩୪ତମ ମହାଲକ୍ଷ୍ମୀ ପୂଜା ପାଇଁ ମାର୍ଗଶିର ଶେଶ ଗୁରୁବାର କୋବିଡି ନିୟମ ଅନୁଯାଇ ମାଁ ମହା ଲକ୍ଷ୍ମୀ ପୁଜା କିଛି ମହିଳା ମାନେ ପୁରାଣ ପଡି ଆଳତି, ହୁମ ପୁଷ୍ପ ମାଲ୍ୟାର୍ପଣ ଭୋଗ ରାଗ କରିଛନ୍ତି। ମୁଖ୍ୟ ପୁରୋହିତ ଜଗବନ୍ଧୁ ପଣ୍ଡାଙ୍କ ପୌରହିତ୍ୟର କହିଛନ୍ତି କୋବିଡି କଟକଣା ଯୋଗୁ କୋଣିସ ଗହଳି ଚହଳି ହୋଇପାରୁନାହିଁ ।ମହା ଲକ୍ଷ୍ମୀ ପୁଜା ସ୍ଥାପନ କରି ଗଙ୍ଗା ସୂର୍ଯ୍ୟ ପୂଜା,ଗଙ୍ଗା ଆବାହନ ସହ ବିଭିନ୍ନ ପୂଜା କରାଯାଇଥିଲ। ପୂଜା କମିଟିର ସଭାପତି ପୂର୍ଣଚନ୍ଦ୍ର ଗୌଡ଼ 8 ତାରିକ ରୁ 19ତାରିକ ପଯ୍ୟନ୍ତ ଏହି ମହା ଲକ୍ଷ୍ମୀ ପୁଜା ଛାଲୁ ରହିବ ବୋଲି ଶ୍ରୀ ପୂର୍ଣଚନ୍ଦ୍ର ଗୌଡ କହିଛନ୍ତି । ଉପଦେଷ୍ଟ ଚକ୍ରପାଣି ମାର୍ଥାଙ୍କ, ଏହି ମିଳିତ ମହା ଲକ୍ଷ୍ମୀ ପୂଜା ମଣ୍ଡପ ଠାରେ ପହଞ୍ଚିଥିଲେ l କର୍ତା ଭାବେ ଅରକ୍ଷିତ ମାର୍ଥା,କୌତୁକି ମାର୍ଥା କାର୍ଯ୍ୟ ତୁଲାଉଥିବା ବେଳେ ପୁରହିତ ନିକୁଞ୍ଜ ଶତପଥୀ,ସଦାନନ୍ଦ ମହାପାତ୍ର ପ୍ରମୁଖ ସହଯୋଗ କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମକୁ କମିଟିର ଉପ ସଭାପତି ସମ୍ବାରୁ କୁମୁରୁକା,ସାଂକୃତିକ ସମ୍ପାଦକ ନିରଞ୍ଜନ ସାହୁ,ଯୁଗ୍ମ ସମ୍ପାଦକ ଭୋଳା ବିଶ୍ୱାଳ, କୋଷାଧକ୍ଷ ରମାକାନ୍ତ ମାର୍ଥା, ରାଜକୁମାର ବେହେରା, କେ.ସତ୍ୟନାରାୟଣ ରାଓ,l ଭାରତବନ୍ଧୁ ନାୟକ,ହରିଶ୍ଚନ୍ଦ୍ର ମାର୍ଥା,ବୀରଭଦ୍ର ଆଚାରୀ, ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ କୋବିଡି ନିୟମ ମାନି ପରିଚାଳନା କରିଥିଲେ

related posts

Leave a Comment