Home Breaking News / ତାଜା ଖବର ବ୍ୟାଙ୍କ କର୍ମଚାରୀ ସଂଘର ଆନ୍ଦୋଳନ

ବ୍ୟାଙ୍କ କର୍ମଚାରୀ ସଂଘର ଆନ୍ଦୋଳନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କମାକ୍ଷାନଗର(ଟୁକୁନ୍ ବିଶ୍ବାଳ): ଜାତୀୟ କରଣ ବ୍ୟାଙ୍କକୁ ଘରୋଇ କରଣ କରିବାକୁ ପାଲିଆମେଣ୍ଟରେ ଚାଲିଥିବା ମସୁଧା ପାଇଁ ସର୍ଵ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘର ଆନ୍ଦୋଳନ କମାକ୍ଷାନଗର ଏସବିଆଇ କର୍ମଚାରୀ ମାନେ କଲେ ଆନ୍ଦୋଳନ ।ବ୍ୟାଙ୍କ ଗୋଡିକ ଘରୋଇ କରଣ ହେଲେ ଉଭୟ କର୍ମଚାରୀ ଓ ଗ୍ରାହକ ମାନଙ୍କର ଅସୁବିଧା ହେବ ବୋଲି କହିଛନ୍ତି ।ଆଜି ଓ କାଲି ଦୁଇଦିନ ଧରି ଏହି ଆନ୍ଦୋଳନ ବ୍ୟାଙ୍କ ଆଗରେ ଜାରି ରହିବ ବୋଲି କହିଛନ୍ତି ।

related posts

Leave a Comment