Home Breaking News / ତାଜା ଖବର ଅଗ୍ନିକାଣ୍ଡରେ ଜଳିଗଲା ରାଇସ ମିଲ

ଅଗ୍ନିକାଣ୍ଡରେ ଜଳିଗଲା ରାଇସ ମିଲ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାନଖେମୁଣ୍ଡି :(ପୁରୁଷୋତ୍ତମ ନାୟକ): କଉଡିଆ ଗ୍ରାମପଂଚାୟତ କଉଡିଆ ଗ୍ରାମରେ ଆଜିସନ୍ଧ୍ୟା ୫ ଟାରେ ସୁବ୍ରମନ୍ୟୁ ସୁବୁଦ୍ଧିଙ୍କ ଗୋପୀନାଥ ରାଇସମିଲ ସମ୍ପୂର୍ଣରୂପେ ଜଳିଯାଇଛି | ରାଇସମିଲରେ ଥିବା 150ପକେଟ ଚାଉଳ ଓ ଯନ୍ତ୍ରପାତି ଗୁଡିକ ସମ୍ପୂର୍ଣରୂପେ ଜଳି ପାଉଁଶ ହୋଇଯାଇଛି | ଦିଗପହଣ୍ଡି ହିଞ୍ଜିଳି ଶେରଗଡ଼ ଅଗ୍ନିଶମବାହିନୀର ମିଳିତ ଉଦ୍ୟମରେ ନିଆଁକୁ ଆୟତ କରାଯାଇଛି |

related posts

Leave a Comment