Home Breaking News / ତାଜା ଖବର ବେଆଇନ ମୋରମ ଚୋରା ଚାଲାଣ ବେଳେ ୪ଟ୍ରାକ୍ଟର ଜବତ

ବେଆଇନ ମୋରମ ଚୋରା ଚାଲାଣ ବେଳେ ୪ଟ୍ରାକ୍ଟର ଜବତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୁରଭଞ୍ଜ(ଅବିନାଶ ମହାନ୍ତି): ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚିଳରେ ବେଆଇନ ଚୋରା ମୋରମ ଚାଲାଣ ସକ୍ରିୟ ଥିବାବେଳେ। ସମସ୍ତ ମହୋଲ ରେ ଚର୍ଚା ଜୋର୍ ଧରିଥିବା ସମୟରେ ଆଜି ୪ ଟି ମୋରମ ଚୋରା ଚାଲାଣ କରୁଥିବା ମୋରମ ବୋଝେଇ ଟ୍ରାକ୍ଟର ଅଟକ ରଖିଥିବା ରାସଗୋବିନ୍ଦପୁର ତହସିଲଦାର ନୀରର୍ଲିପ୍ତା ମହାନ୍ତି ସୂଚନା ଦେଇଥିଲେ। ସୁଚନା ଅନୁସାରେ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ବେତନାସିଆ ଠାରେ ମୋରମ ଚୋରା ଚାଲାଣ ହେଉଥିବା ସମୟରେ ରାସଗୋବିନ୍ଦପୁର ତହସିଲଦାର ନୀରଲିପ୍ତା ମହାନ୍ତି ଏବଂ ରାସଗୋବିନ୍ଦପୁର ଆର.ଆଇ ନୀରର୍ଲିପ୍ତା ନାଥଙ୍କ ମିଳିତରେ ୪ଟି ମୋରମ ବୋଝେଇ ଟ୍ରାକ୍ଟର ଗାଡ଼ି ନମ୍ବର OD 11S 3901,
OD 11K 2101 ଏବଂ OD 11K 5938 କୁ ଜବତ କରିଥିଲେ।

related posts

Leave a Comment