Home Breaking News / ତାଜା ଖବର ପୋଲିସର ମାକ୍ସ ବଣ୍ଟନର ମହାପ୍ରୟାସ

ପୋଲିସର ମାକ୍ସ ବଣ୍ଟନର ମହାପ୍ରୟାସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଲାଙ୍ଗୀର ଜିଲ୍ଲା ଲୋଇସିଂହା ପୋଲିସ ର ମାକ୍ସ ବଣ୍ଟନ ର ମହା ପ୍ରୟାସ,ସାରା ଭାରତ ରେ ପ୍ରାୟ 2ବର୍ଷ ହେଲା ଲୋକଙ୍କୁ ହନ୍ତ ସନ୍ତ କରିଥିବା ବେଳେ ମଣିଷ ସମାଜ ପାଇଁ ପୁଣି ବିପଦ ଆଣିଛି ଓମୀକ୍ରନ, ଓଡିଶା ସରକାର ଏହାକୁ ନଜର ରେ ରଖି ଲୋକ ମାନଙ୍କୁ ସଚେତନ କରାଉଛି ଏବଂ ଏହାର ମୁଖ୍ୟ ଭୂମିକା ଗ୍ରହଣ କରି ଲୋଇସିଂହା ପୋଲିସ ଜନସାଧାରଣ ଙ୍କୁ ମାକ୍ସ ବଣ୍ଟନ କରି ସଚେତନ କରାଉଛି

related posts

Leave a Comment