Home Breaking News / ତାଜା ଖବର ଜୁଆ ଅଡ୍ଡାରେ ପୋଲିସର ଚଢ଼ାଉ

ଜୁଆ ଅଡ୍ଡାରେ ପୋଲିସର ଚଢ଼ାଉ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜୁଆ ଅଡ୍ଡାରେ ବଲାଙ୍ଗୀର ପୋଲିସର ଚଢ଼ାଉ,
ଲୋଇସିଂହା ପଣ୍ଡାକିଟାଲ ଜଡ଼ାମୁଣ୍ଡା ଜଙ୍ଗଲ ରେ ଜୁଆ ଖେଳାଉଥିବା ଖବର ପାଇ ଲୋଇସିଂହା ପୋଲିସ ର ଅତର୍କିତ ଚଢ଼ାଉ ହୋଇଥିଲା,ଘଟଣା ସ୍ଥଳ ରୂ ଏଥିରେ ସରଗାଡ଼ ର bjd ନେତା ଯଦୁ ପାତ୍ର, ଲୁଚକିବାହାଲ ର ତ୍ରିନାଥ ସାହୁ ସାହୁ ବରଗଡ ଜିଲ୍ଲା ଗାଇସିଲେଟ ରଘୁ ମହାନନ୍ଦ , କୁ ପୋଲିସ ଆରରେଷ୍ଟ କରିଥିବା ବେଳେ ଝାରମୁଣ୍ଡା ର ପୂର୍ବତନ ସରପଞ୍ଚ ମନୋଜ ଅଗ୍ରୱାଲ ଏବଂ ଅନ୍ୟ ମାନଙ୍କୁ ଆରେଷ୍ଟ କରିବା ପାଇଁ ଚେଷ୍ଟା ଚଳାଇଥିବା ବେଳେ ଗୋଟିଏ 4ହୁଇଲର ଏବଂ 6ଟି byke ଜବତ କରିଥିବାର ଚୁଚନା ରହିଛି

related posts

Leave a Comment