Home Breaking News / ତାଜା ଖବର ଅଗ୍ନିକାଣ୍ଡରେ ଘର ଜଳିଗଲା, ବିପନ୍ନ ପରିବାରକୁ ସହାୟତା ଦାବୀ

ଅଗ୍ନିକାଣ୍ଡରେ ଘର ଜଳିଗଲା, ବିପନ୍ନ ପରିବାରକୁ ସହାୟତା ଦାବୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -7/12(ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲ୍ଲା ଚକାପାଦ ବ୍ଲକ ବପଲମେଣ୍ଡି ଏଲ ପଞ୍ଚାୟତ ର ପାଣ୍ଡୁଗୁଡା ଗ୍ରାମର ଉମେଶ ଡିଗାଲ ଙ୍କ ଘରେଅଚାନକ ନିଆଁ ଲାଗି ଯିବା ଫଳରେ ଲକ୍ଷା ଧିକ ଟଙ୍କା ର ଆ ସ ବାସ ପତ୍ର, ଧାନ, ଚାଉଳ ଆଦି ଜଳି ପୋଡି ପାଉଁଶ ହେଇଯାଇଛିl
ଫଳରେ ଏହି ପରିବାର ବେସାହାରା
ହୋଇଯାଇଛି l ବର୍ତ୍ତମାନ ଅଦିନିଆଝଡ ବର୍ଷା ଓ ଶୀତ ହେଉଥିବା ରୁ ତୁରନ୍ତ ପ୍ରଶାସନ ପକ୍ଷରୁ ତଦନ୍ତ କରି ଉପଯୁକ୍ତ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବୀ ହେଉଛି l

related posts

Leave a Comment