Home Breaking News / ତାଜା ଖବର ପାଇକ ବିଦ୍ରୋହ ପ୍ରସଙ୍ଗକୁ ନେଇ ବିଧାନସଭାରେ ସଂକଳ୍ପ ପାରିତ

ପାଇକ ବିଦ୍ରୋହ ପ୍ରସଙ୍ଗକୁ ନେଇ ବିଧାନସଭାରେ ସଂକଳ୍ପ ପାରିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଇକ ବିଦ୍ରୋହ ପ୍ରସଙ୍ଗକୁ ନେଇ ବିଧାନସଭାରେ ସଂକଳ୍ପ ପାରିତ ହୋଇଛି । ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ସଂକଳ୍ପ ପାରିତ ହୋଇଛି । ସଂକଳ୍ପ ଆଣିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ବିଧାନସଭାରେ ପାରିତ ସଂକଳ୍ପକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ ।

କେନ୍ଦ୍ର ସରକାରଙ୍କ ଅଗ୍ରାହ୍ୟ ପରେ ପୁନର୍ବାର ସଂକଳ୍ପ ଆଣିଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ସ୍ୱାଭାବିକ ହୋଇପାରୁନି ବିଧାନସଭା । ହୋହଲ୍ଲା ଯୋଗୁଁ କାଲି ଯାଏଁ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

related posts

Leave a Comment