Home Breaking News / ତାଜା ଖବର ଥାନା ଅନତି ଦୁରୁରେ ଥିବା ପାନ ଦୁକାନ ଓ ଗୁଲାପଡ଼ାରୁ କିରାନା ଦେରକାନରୁ ଗୋଟିଏ ରାତି ଚୋରୀ: ଜନସାଧାରଣ ଭୟଭିତ, ପୁଲିସ ଉପରୁ ଆସ୍ଥା ହରାଉଛନ୍ତି ଜନତା

ଥାନା ଅନତି ଦୁରୁରେ ଥିବା ପାନ ଦୁକାନ ଓ ଗୁଲାପଡ଼ାରୁ କିରାନା ଦେରକାନରୁ ଗୋଟିଏ ରାତି ଚୋରୀ: ଜନସାଧାରଣ ଭୟଭିତ, ପୁଲିସ ଉପରୁ ଆସ୍ଥା ହରାଉଛନ୍ତି ଜନତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା- ୭-୧୨ (ଅକ୍ଷୟ ପୂଜାହାରୀ) : ଗତ ରାତ୍ରରେ ସୋପୁନର -ବିନିକା ମୂଖ୍ୟରାସ୍ତାରେ ବିନିକା ଥାନା ଅନତି ଥିବା ମେହେର ପାନ ଦୁକାନ ଓ ବିନିକା ଏନଏସି ଅଧିନସ୍ତ ଗୁଲାପଡ଼ା ଉପରପଡ଼ା ଚାରୀଛକ ରେଥିବା କିରାନା ଦୋକାନରୁ ଗତକାଲି ତାଲା ପଟାଇ ଚୋରି ହୋଇଥିବା ଜଣାପଡ଼ିଛି ା ସୁଚନା ଅନୁଶାରେ ଗତକାଲି ବିଲମ୍ବିତ ରାତ୍ରରେ ବିନିକା ମୂଖ୍ୟରାସ୍ତା ରେଥିବା ଅନିଲ ମେହେର ଙ୍କ ପାନଦୋକାନ ରୁ କେହି ଦୁବୃର୍ତ୍ତ ତାଲା ପଟାଇ ଇେ୍ଟ କସନ କୁମକର, ପାନମସଲା ସାମାନ, ବିସକୁଟ ତେଳ ସାବୁନ ସହ ୫ହଜାର ସମସ୍ତ ଆନୁମାନିକ ମୂଲ୍ୟ ୨୦ ହଜାର ହେବ ବୋଲି ଶ୍ରୀ ମେହେର ପ୍ରକାଶ କରିଛନ୍ତି ା ଗତବର୍ଷ ମଧ୍ୟ ଏହିଦୁକାନରୁ ଚୋରି ହୋଇଥିଲା ଓ ପୁଲିସ ହାତ ଖାଲି ଥିବାରୁ ସେମାନେ ପୁଲିସ ପ୍ରତି ଆମା ଆସ୍ଥାନାହିଁ ବୋଲି ଦୋକାନି ପ୍ରକାଶ କରିଛନ୍ତି ା ସେହିପରି ବିନିକା ଏଡ଼ଏସି ୱାଡ଼୨ନମ୍ବର ଗୁଲାପଡ଼ା ଉପରପଡ଼ା ଚାରିଛକ ପାଖରେଥିବା କିରାନ ନା ଦୁକାନରୁ ମଧ୍ୟ ଗତକାଲି ଦୁକାନ ଭିତରୁ ସମସ୍ତ କିରାନା ସାମାନ ସହ ବିସକୁଟଏବଂ ୨ ହଜାର ଟଙ୍କା ସମସ୍ତ ଆନୁମାନିକ ମୂଲ୍ୟ ୬୦ ରୁ ୭୦ ହଜାର ଟଙ୍କା ହେବବୋଲି ଦୋକାନି ମାର୍କଣ୍ଡ ମହାନ୍ତି ପ୍ରକଶ କରିଛନ୍ତି ା ସରକାର ଯେତେ ପ୍ରକାର ନିୟମ କଲେ ମଧ୍ୟ ବିନିକା ରେ ପୁଲିସ ପ୍ରତି ଜନତାର ଆସ୍ଥା ହରାଇ ବରିଲେଣି ା ମାର୍କଣ୍ଡ ଗତକାଲି ରାତ୍ରରେ ଦୋନ ବନ୍ଦବରି ଘରକୁ ଯାଇଥିଲେ ପୁଣି ରାତ୍ର ୨ ଘଣ୍ଟାରେ ଆସି ଦେଖିଲାବେଲକୁ ଦୁକାନର କବାଟ ଖୋଲାଥିବା ଦେଖିବାକୁ ପାଇଥିଲେ ା ଦୋକାନି ଲିଖିତ ଅଭିଯୋଗ କରିଥିବା କହୁଥିଲାବେଲେ ପୁଲିସ ସେପରି କିଛି ଲେଖା ଆମର ହସ୍ତଗତ ହୋଇନଥିବା ପ୍ରକାଶ କରିଛନ୍ତି ା ଖବର ଲେଖା ହେବାପର୍ଯ୍ୟନ୍ତ ବିନିକା ଥାନାରେ ମାମଳା ରୁଜୁ ହୋଇନଥିବା ବିନିକା ଆଇଆଇସି ପବିତ୍ର ସାହୁ ପ୍ରକାଶ କରିଛନ୍ତି ା ବିନିକା ଥାନାରେ ମାମଲା ରୁଜୁ ହେଲେ ତୁରନ୍ତ ଅନୁସଂନ୍ଧାନ କରି ଚୋର କୁ ଧରାଯିବ ବୋଲି ଆଇଆଇସି ଶ୍ରୀ ସାହୁ ପ୍ରକାଶ କରିଛନ୍ତି ା ବତ୍ତମାନ ବିନିକା ଅଞ୍ଚଳରେ ଚୋରି ବଡ଼ୁଥିବାରୁ କଡ଼ାକଡ଼ି ପୋଟୋଲିଙ୍ଗ କରାଯିବା ସହ ପୁଲିସ ଗାଡ଼ି ଦିଘଁ ଦିନ ହେବ ଦୁଃଘଟଣା ଗ୍ରସ୍ଥ ହେଶଇଥିବାରୁ ସାମାନ ଅଭାବରୁ ଗାଡ଼ି ମରାମତି ହୋି ନଥିବା ବିଶ୍ବସ୍ଥ ସୁତ୍ରରୁ ଜଣାପଡ଼ିଛି ା

related posts

Leave a Comment