Home Breaking News / ତାଜା ଖବର ଭିଜିଲାନ୍ସ ଜାଲରେ ବିଞ୍ଝାରପୁର ଥାନା ଏସଆଇ ଫକୀର ମୋହନ ସିଂହ

ଭିଜିଲାନ୍ସ ଜାଲରେ ବିଞ୍ଝାରପୁର ଥାନା ଏସଆଇ ଫକୀର ମୋହନ ସିଂହ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭିଜିଲାନ୍ସ ଜାଲରେ ବିଞ୍ଝାରପୁର ଥାନା ଏସଆଇ ଫକୀର ମୋହନ ସିଂହ ! ଆଜି ଜଣେ ଅଭିଯୁକ୍ତଙ୍କୁ ଗିରଫ ନ କରି ସିଆରପିସିର ଧାରା ୪୧ (ଏ)ରେ ନୋଟିସ୍ ଦେଇ ଛାଡ଼ି ଦେବା ପାଇଁ ତାଙ୍କ ପୁଅଙ୍କଠାରୁ ୬ହଜାର ଟଙ୍କା ଲାଞ୍ଚ ନେବା ବେଳେ କଟକ ଭିଜିଲାନ୍ସ ସ୍କ୍ୱାର୍ଡ ହାତରେ ଧରା ପଡିଛନ୍ତି ବିଞ୍ଝାରପୁର ଥାନାର ସବ୍ ଇନ୍ସପେକ୍ଟର ଫକୀର ମୋହନ ସିଂହ । ଏବେ ଭିଜିଲାନ୍ସ ପକ୍ଷରୁ ବିଞ୍ଝାରପୁର ସ୍ଥିତ ତାଙ୍କ ରହିବା ଘର ସମେତ କଟକ ଜିଲ୍ଲା କନ୍ଦରପୁରସ୍ଥିତ ପୈତୃକ ବାସଭବନରେ ଯାଞ୍ଚ୍ ଜାରି ରହିଛି । ଆସନ୍ତାକାଲି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି ।

related posts

Leave a Comment