Home Breaking News / ତାଜା ଖବର ପୂର୍ବତନ ଜିଲ୍ଲା ପଞ୍ଚାୟତ ଅଧିକାରୀ ବାୟିଧର ବେହେରାଙ୍କ ବିୟୋଗରେ ଗଭୀର ଶୋକ

ପୂର୍ବତନ ଜିଲ୍ଲା ପଞ୍ଚାୟତ ଅଧିକାରୀ ବାୟିଧର ବେହେରାଙ୍କ ବିୟୋଗରେ ଗଭୀର ଶୋକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୋରଡା- ମୋରଡ଼ା ବ୍ଲକ ପାଟପୁର ଗ୍ରାମର ଅବସର ପ୍ରାପ୍ତ ପୂର୍ବତନ ଜିଲ୍ଲା ପଞ୍ଚାୟତ ଅଧିକାରୀ ବାୟିଧର ବେହେରା ଙ୍କ ୮୦ ବର୍ଷ ବୟସ ରେ ପରଲୋକ ଘଟିଯାଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲା ରେ ଜିଲ୍ଲା ପଞ୍ଚାୟତ ଅଧିକାରୀ କାର୍ଯ୍ୟ ସମ୍ପାଦନ କରିଥିଲେ । ଦୀର୍ଘ ଦିନ ହେବ କିଡନୀ ଜନିତ ରୋଗ ରେ ପିଡିତ ଥିଲେ । ତେବେ ସେ ଜଣେ ମିଷ୍ଟଭାଷୀ, ସ୍ନେହୀ , ପରୋପକାରୀ,କର୍ତ୍ତବ୍ୟନିଷ୍ଠା ମଣିଷ ଥିଲେ । । ତେବେ ତାଙ୍କ ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତେବେ ଶେଷ ସମୟରେ ସ୍ବର୍ଗତ ବାୟିଧର ଙ୍କ ପାଖରେ ବଡ ପୁଅ ଶିକ୍ଷକ ତପନ କୁମାର ବେହେରା ଓ ସାନ ପୁଅ ତଥା ମୟୂରଭଞ୍ଜ ଜିଲ୍ଲାର କଂଗ୍ରେସ ରାଜୀବ ଗାନ୍ଧୀ ପଞ୍ଚାୟତ ସଂଗଠନ ଜିଲ୍ଲା ସଭାପତି ମିନକେତନ ବେହେରା ଙ୍କ ସହିତ ପରିବାର ବର୍ଗ ଉପସ୍ଥିତ ରହିଥିଲେ। ସ୍ବର୍ଗତ ଶ୍ରୀ ବାୟିଧର ଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନ ରେ ବୁଦ୍ଧିଜୀବୀ, ଶିକ୍ଷାବିତ,ସମାଜସେବୀ ,ମାନ୍ୟଗଣ୍ୟ ବ୍ୟକ୍ତି ସହିତ ଅଞ୍ଚଳବାସୀ ମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ ପରିବାର ବର୍ଗ ଙ୍କୁ ସମବେଦନା ଜ୍ଞାପନ କରିଥିଲେ ।

related posts

Leave a Comment