Home Breaking News / ତାଜା ଖବର ବାତ୍ୟା ଜୱାଦ ଉଜାଡି ଦେଲା ଚାଷୀର ସୁନାର ଫସଲ

ବାତ୍ୟା ଜୱାଦ ଉଜାଡି ଦେଲା ଚାଷୀର ସୁନାର ଫସଲ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାନଖେମୁଣ୍ଡି(ପୁରୁଷୋତ୍ତମ ନାୟକ): ବାତ୍ୟା ଜୱାଦ ପ୍ରଭାହରେ ଲଗାଣବର୍ଷା ଯୋଗୁସାନଖେମୁଣ୍ଡିବ୍ଲକର ବାସୁଦେବପୁର,ଏସ ରଘୁନାଥପୁର, ଜୁରା, ପଲିପଦ୍ମନାଭପୁର, ରାମଚନ୍ଦ୍ରପୁର,ପଥରପୁଞ୍ଜି,ଖଲିଙ୍ଗି, ଗୌତମୀ, ଡେଙ୍ଗାଡ଼ି, କଉଡିଆ, କଂକୋରଡା, କରାଖଣ୍ଡି, ଗମ୍ଭାରୀଗୁଡା ଗ୍ରାମରେ ଧାନଫସଲ ଗୁଡିକ ନଷ୍ଟହୋଇଯାଇଛି. ତୁରନ୍ତ ଚାଷୀଭାଇ ମାନଙ୍କୁ କ୍ଷ୍ୟତିପୂରଣ ଯୋଗାଇବାକୁ ଚାଷୀ ଭାଇମାନେ ଅନୁରୋଧକରୁଛନ୍ତି

related posts

Leave a Comment