Home Breaking News ସୋମବାରଠୁ ହେବ ସୁପର ସାଇକ୍ଲୋନ-ବିଷ୍ଣୁ ସେଠି

ସୋମବାରଠୁ ହେବ ସୁପର ସାଇକ୍ଲୋନ-ବିଷ୍ଣୁ ସେଠି

by Times One Odia
Share with
     
 
 
   

ବିଧାନସଭା ଆରମ୍ଭ ରୁ ଆଜି ବି ବିରୋଧୀମାନେ ହଟ୍ଟଗୋଳ କରିଥିଲେ । ବିରୋଧୀମାନେ ହୋହଲ୍ଲା ଓ ନାରାବାଜି ସହ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ଗୃହରେ ପୂଜକ ବେଶରେ ଗଙ୍ଗାଜଳ ଛିଞ୍ଚିଥିଲେ ତାରା ବାହିନୀପତି । ତାରାଙ୍କ ପୂଜକ ବେଶ ସାଙ୍ଗକୁ ଘଣ୍ଟମାଡ଼ରେ କମ୍ପିଉଠିଥିଲା ଗୃହ । ଫଳରେ ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ମୁଲତବୀ ନେଇ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ‘ମନ୍ତ୍ରୀଙ୍କୁ ବହିଷ୍କାର ସହ ସିବିଆଇ ତଦନ୍ତ ଦାବି କରିଛୁ । ଯଦି ସରକାର ନକରିବେ ବିଧାନସଭାରେ ସୁପର ସାଇକ୍ଲୋନ ହେବ । ଏହି ପ୍ରତିବାଦ ଆଗକୁ ଆହୁରି ଜୋରଦାର ହେବ ।’

related posts

Leave a Comment