Home Breaking News / ତାଜା ଖବର କଙ୍କଡ଼ାହାଡ଼ ବ୍ଲକରେ ଆନ୍ତର୍ଜାତିୟ ଭିନ୍ନକ୍ଷମ ଦିବସ ପାଳିତ

କଙ୍କଡ଼ାହାଡ଼ ବ୍ଲକରେ ଆନ୍ତର୍ଜାତିୟ ଭିନ୍ନକ୍ଷମ ଦିବସ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼: ଢେ଼ଙ୍କାନାଳ ଜିଲ୍ଲା ଅନ୍ତର୍ଗତ କଙ୍କଡାହାଡ଼ ବ୍ଲକ ରେ ଆଜି ଆନ୍ତର୍ଜାତିୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଥିଲା | ମୁଖ୍ୟ ଅତିଥି ଭାବେ କଙ୍କଡ଼ାହାଡ଼ ସମିତି ଅଧ୍ୟକ୍ଷ କାର୍ତ୍ତିକ ସାହୁ ,ସମ୍ନାନିତ ଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୁଲବୁଲ ବେହେରା,ଗୋଷ୍ଠୀ ଶିକ୍ଷା ଅଧିକାରୀ ହରିହର ଦେହୁରୀ,ଗୋଷ୍ଠୀ ସମ୍ବଳ ଶିକ୍ଷକ ପରେଶ କୁମାର ରାଉତ,ଏ ବି ଓ ପ୍ରଦୀପ୍ତ କୁମାର ଦାସ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଭିନ୍ନକ୍ଷମ ମାନେ ସମ୍ପୂର୍ଣ୍ଣ ରୂପେ ଅକ୍ଷମ ନୁହନ୍ତି,ସେମାନେ ଯେ କୌଣସି କାର୍ଯ୍ୟ ରେ ନିଶ୍ଚିତ ରୂପେ ସକ୍ଷମ ଅଟନ୍ତି,ଏମିତି କି ପ୍ରଶାସନିକ ହେଉ କି,ଚାକିରୀ ଖେଳ କୁଦ ସବୁଥିରେ ସେମାନେ ଖ୍ୟାତି ଅର୍ଜନ କରିପାରୁଛନ୍ତି,ଏଣୁ ଭିନ୍ନକ୍ଷମ ପିଲା ମାନଙ୍କୁ ଅବହେଳା ନକରି,ସେମାନଙ୍କୁ ସମାଜ ର ମୂକ୍ଷ୍ୟ ସ୍ରୋତ ରେ ସାମିଲ କରିବା ଭିନ୍ନକ୍ଷମ ଦିବସ ପାଳନ କରିବା ମୂକ୍ଷ୍ୟ ଉଦେଶ୍ୟ ।ଏହି କାର୍ଯ୍ୟକ୍ରମ କୁ ସି.ଆର.ସି.ସି ଓ ଅନ୍ତନିବେସୀ ଶିକ୍ଷା ସ୍ବେଚ୍ଛାସେବୀ ମାନେ ସହଯୋଗ କରିଥିଲେ,ଭିନ୍ନକ୍ଷମ ପିଲାମାନଙ୍କ ମଧ୍ୟରେ ନାଚ,ଗୀତ,ଭାଷଣ,ଚିତ୍ରାଙ୍କନ ଓ ରଚନା ପ୍ରତିଯୋଗିତା ହୋଇଥିଲା,କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା |

related posts

Leave a Comment