Home Breaking News / ତାଜା ଖବର ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳି

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା, ଆଜି ସୁବର୍ଣ୍ଣପୁର ଲେପ୍ରା ସୋସାଇଟି ପକ୍ଷରୁ ଜିଲ୍ଲାର ବିନିକା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି l ଏହି ଦିବସ ଅବସରରେ 22 ଜଣ ଭିନ୍ନକ୍ଷମ ଅଂଶଗ୍ରହଣ କରିଥିଲେ l ବିନିକା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅଂଶୁମାଳିନୀ ପଣ୍ଡା ଭିନ୍ନକ୍ଷମ ମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ର ସମାଧାନ ପାଇଁ ପ୍ରତିଟି ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସବୁ ପ୍ରକାର ସାହାର୍ଯ୍ୟ ସହଯୋଗ ଯୋଗାଇ ଦିଆଯିବା ନେଇ ପ୍ରତିଶୃତି ଦେଇଥିଲେ l ବିନିକା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କଳ୍ପନା ପଣ୍ଡା ଯୋଗଦେଇ ସମସ୍ତ ଙ୍କୁ ଆବଶ୍ୟକୀୟ ସାମାଜିକ ସୁରକ୍ଷା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ lଏହି କାର୍ଯ୍ୟକ୍ରମ କୁ ସୋନପୁର ଲେପ୍ରା ସୋସାଇଟି ର କୋର୍ଡିନେଟର ନୃସିଂହ ମିଶ୍ର ଯୋଗଦେଇ ସମସ୍ତ ଭିନ୍ନକ୍ଷମ ଙ୍କୁ ଲେପ୍ରା ସୋସାଇଟି ତରଫରୁ ନିଶ୍ଳୁକ ରେ ଜୋତା ଯୋଗାଇ ଦେଇଥିଲେ l ସମସ୍ତ ୨୨ ଜଣ ଭିନ୍ନକ୍ଷମ ସମ୍ପୂର୍ଣ ଆରୋଗ୍ୟ ତେଣୁ ସେମାନେ ସମାଜରେ ତାଙ୍କର ଅଧିକାର ପାଇବାକୁ ହକଦାର l ଏହି ଦିବସରେ ସମସ୍ତ ଭିନ୍ନକ୍ଷମ ନିଜର ସାମାଜିକ, ଆର୍ଥିକ ଓ ସ୍ୱାସ୍ଥ୍ୟ ଗତ ସମସ୍ୟା କୁ ସାମ୍ନା କରିବାକୁ ଉପସ୍ଥିତ ଅତିଥି ପରାମର୍ଶ ଦେଇଥିଲେ l

related posts

Leave a Comment