Home Breaking News / ତାଜା ଖବର ଗୁଲୁଣ୍ଡା :ଏସିଡ୍ ମାଡ,୨ ଯୁବକ ଗୁରୁତର

ଗୁଲୁଣ୍ଡା :ଏସିଡ୍ ମାଡ,୨ ଯୁବକ ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଭଣ୍ଡାର ପଚାଂୟତ ଗୁଲୁଣ୍ଡା ଗାଁରେ କଥାକଟାକଟିକୁ ନେଇ ଏସିଡ୍ ମାଡ ।ଦୁଇ ଯୁବକ ଗୁରୁତର ।ଗୁରୁତର ମାନେ ହେଲେ ଗୁଲୁଣ୍ଡା ଗାଁର ବିକ୍ରମ ହରିପାଲ(୩୦) ଓ ବୃନ୍ଦାବନ ଛତିଆ ।(୩୨) ଆଜି ସଂଧ୍ୟା ସାଢେ ୬ ଟାରେ ଏମାନେ ସାମାନ୍ୟ କଥାକୁ ନେଇ ବଚସା ଆରମ୍ବ ହୋଇଥିଲା ।ପରେ କଥାକଟି ହେବାପରେ ଉଭୟକଂ ମଧ୍ୟରେ ଏସିଡ୍ ମାଡ ହୋଇଛି ।ଜଣେ ଆଉ ଜଣକୁ ବିୟର ବୋତଲରେ ଏସିଡ୍ ଫିଙ୍ଗିବା ପରେ ଉଭୟଙ୍କ ଦେହ ଉପରେ ଏସିଡ ପଡିଯାଇଛି ।ଫଳରେ ଏଇ ଦୁଇଜଣ ଯୁବକ ଗୁରୁତର ହୋଇଥିଲେ ।ଖବର ପାଇଁ ଘଟଣା ସ୍ଥଳରେ ବିନିକା ଓ ରାମପୁରର ୧୦୮ ଆମ୍ବୁଲାନ୍ସ ପହଂଚି ଉଭୟଙ୍କୁ ଗୁରୁତର ଅବସ୍ତାରେ ଉଦ୍ଧାରକରି ବିନିକା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭତ୍ତି କରାଯାଇଛି । ଏମାନଙ୍କ ଅବସ୍ତା ଏବେ ଗୁରୁତର ରହିଛି ।ବତ୍ତମାନ କାରଣ ଅସ୍ପଷ୍ଟ ଥିବା ଜଣାପଡ଼ିଛି ା ବିନିକା ପୁଲିସ ଡ଼ାକ୍ତର ଖାନାକୁ ପହଞ୍ଚି ତଦନ୍ତ ଯାରି ରଖିଥିବା ଜଣାପଡ଼ିଛି

related posts

Leave a Comment