Home Breaking News ଫିରିଙ୍ଗିଆ ବନ ବିଭାଗ ପକ୍ଷରୁ ନିର୍ମିତ ବନ ସୁରକ୍ଷା ସମିତିର ନୂତନ ଗୃହ ଉଦଘାଟିତ

ଫିରିଙ୍ଗିଆ ବନ ବିଭାଗ ପକ୍ଷରୁ ନିର୍ମିତ ବନ ସୁରକ୍ଷା ସମିତିର ନୂତନ ଗୃହ ଉଦଘାଟିତ

by Times One Odia
Share with
     
 
 
   

ଫୁଲବାଣୀ-୧/୧୨ (ସୁନୀଲ ପଟନାୟକ): ଫୁଲବାଣୀ ବନଖଣ୍ଡ ଅଧିନଫିରିଙ୍ଗିଆ 6ରଂଜ ଅଧିନ ଲମ୍ବା ଗୁଡ୍ରି ଗ୍ରାମରେ ଲକ୍ଷା ଧିକ ଟଙ୍କା ବାୟରେ ନିର୍ମାଣ ହୋଇଥିବା ବନ ସୁରକ୍ଷା ସମିତି ଗୃହକୁ ବୁଧବାର ମୁଖ୍ୟଅତିଥି ଭାବେଫୁଲବାଣୀ ବନଖଣ୍ଡ ଅଧିକ।ରି ଲକ୍ଷ୍ମୀନାରାୟଣ ବେହେରା(ଆଇ.ଏଫ.ଏସ) ଯୋଗଦେଇ ଉଦଘାଟନ କରିଛନ୍ତି ।
ଏହି ଅବସରରେ ଆୟୋଜିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ 6ରଂଜ ଅଫିସର ବିଜୟ କୁମାର ମଲିକ, ଫରେଷ୍ଟର ପ୍ରମୁଖ ଯୋଗଦେଇ ଜଙ୍ଗଲ ସୁରକ୍ଷା ଓ ବୃକ୍ଷରୋପଣ ଉପରେ ଗୁରତ୍ଵ ଦେଇଥିଲେ ।
ଗ୍ରାମର ବିକାଶ ଓ ଜଙ୍ଗଲ ସୁରକ୍ଷା ସଂପର୍କରେ ନିୟମିତଆଲୋଚନା କରିବାପାଇଁ ଗୃହ କରାଯାଇ ସେମାନଙ୍କୁ ହସ୍ତାନ୍ତର କରାଯାଇଥିଲା।
ଏହି ଅବସରରେ ମୁଖ୍ୟଅତିଥି ଡିଏଫଓ ବେହେରା ଜଙ୍ଗଲ ସୁରକ୍ଷା ଦିଗରେ ବନ ସଂରକ୍ଷଣ ସମିତି ଆନ୍ତରିକ ସହଯୋଗ କରୁଥିବାରୁ ଧନ୍ୟବାଦ ଜଣାଇ ଥିଲେ। ଶେଷରେଗ୍ରାମବାସୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

related posts

Leave a Comment