Home Breaking News / ତାଜା ଖବର ସାଇକେଲରୁ ପଡି ଶିଶୁ ମନ୍ଦିର ଛାତ୍ର ମୃତ

ସାଇକେଲରୁ ପଡି ଶିଶୁ ମନ୍ଦିର ଛାତ୍ର ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -1/12(ସୁନୀଲ ପଟନାୟକ): ବୁଧବାର ସନ୍ଧ୍ୟା ରେ ସାଇକେଲ ଦୁର୍ଘଟଣା ରେ ଫୁଲବାଣୀ ସର ସ୍ୱତୀ ଶିଶୁ ମନ୍ଦିର ର ଜଣେ ଛାତ୍ରର ମୃତ୍ୟୁ ଘଟିଛି l
ମୃତଛାତ୍ର ଜଣକ ହେଲେ ଅଷ୍ଟମ ଶ୍ରେଣୀ ଛାତ୍ର ଓମ ପ୍ରକାଶ ମହାପାତ୍ର l
ସାନଭାଇ କୁ ନେଇ ସାଇକଲ ରେ ନାରାୟଣୀ ରୋଡ ଘାଟି ଗଡୁଥିବା ବେଳେ ହଟାତ ସାଇକେଲ ର ବ୍ରେକ ଫେଲ୍ ହୋଇଯିବାରୁ ଦୁହେଁ ତଳେ ପଡିଯିବା ଫଳରେ ଗୁରୁତର ଆହାତ ହୋଇଥିଲେ l ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟଚିକିତ୍ସାଳୟ ରେଭର୍ତ୍ତି କରାଯାଇଥିଲା l ତେବେ ଚିକିତ୍ସା ଧିନ ଅବସ୍ଥାରେ ବଡ ଭାଇ ଓ ମ ପ୍ରକାଶ ର ମୃତ୍ୟୁ ହୋଇଥିଲାlସାନ ଭାଇ ସାଇ ପ୍ରକାଶ ଆହାତ ହୋଇ ଚିକିତ୍ସିତ ହେଉଛନ୍ତି l ତେବେ ସେ ବିପଦ ମୁକ୍ତ ଥିବା ଜଣା ପଡ଼ିଛି l
ପୁଅର ଅକାଳ ମୃତ୍ୟୁ ରେ ବାପା ପ୍ରଶାନ୍ତ ମହାପାତ୍ର ଓ ପରିବାର ବର୍ଗ ଦୁଃଖରେ ଭାଙ୍ଗିପଡିଛ ନ୍ତି

related posts

Leave a Comment