Share with
ଫୁଲବାଣୀ-୧/୧୨ (ସୁନୀଲ ପଟନାୟକ )
ପାଣି ଭାବି ଘରେ ଥିବା କିରେ । ସିନପିଇଦେବା ଫଳରେ ଜଣେ ୩ ବର୍ଷର ଶିଶୁ ଗୁରୁତର ହୋଇପଡ଼ିଥିଲା। ଫଳରେ ତାକୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଳନ୍ଦାପଡ଼ା ଡାକ୍ତରଖାନା ଓ ପରେ ଫୁଲ ବାଣୀସଦରମହକୁମା ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବାଳନ୍ଦାପଡ଼ାଲାଠିଗୁମ୍ଫା ଗ୍ରାମରେ।
ବର୍ତ୍ତମାନ ଶିଶୁଟିର ଅବସ୍ଥାରେ ଉନ୍ନତି ଆସିଥିବା ଡାକ୍ତର ସୂଚନା ଦେଇଛନ୍ତି । ଶିଶୁଟି ବର୍ତ୍ତମାନ ଫୁଲ ବାଣୀସଦରମହକୁମା ଡାକ୍ତରଖାନାର ମାତୃଣିଶୁ ବିଦ୍ଭାଗ ୱ।ର୍ଡରେ ରହି ଚିକିତ୍ସିତ ହେଉଥିବା ଜଣା ପଡିଛି।