Share with
କେନ୍ଦ୍ରାପଡା ଜିଲ୍ଲା ଚାନ୍ଦୋଳ ପଞ୍ଚାୟତ ରେ ଗତକାଲି ଏକ ବୈଠକରେ ଜିଲ୍ଲା ବିଜେଡି ସଭାପତି ଓ ବ୍ଲକ ଅଧକ୍ଷ ସମାନ୍ତରାଳ ବୈଠକ ଡକାଇଥିଲେ ଏଥିରେ ପଂଚାୟତ ସଭାପତି ଅନୁପସ୍ଥିତ ଥିଲେ ଏଠାରେ ସମିତିସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାଥୀ ପାଇଁ ଆଲୋଚନ କରିଥିଲେ, କିଛି କର୍ମୀ ଖୋଲା ଖୋଲି ପ୍ରତିବାଦ କରିଥିଲେ, କାହିଁକି ପଂଚାୟତ ସଭାପତି ଓ ଆଗ ଧାଡିର ବି ଜେ ଡି କର୍ମୀ ଆସିନାହାନ୍ତି, ସଭାପତି ଉତ୍ତର ଦେବାକୁ ହାଡ଼ବଡେଇ ଯାଇଥିଲେ କହିଥିଲେ ପ୍ରତାପ ଦେବ ଛତା ଆସିଲେ ସେଠାରେ ପ୍ରାଥୀ ଘୋଷଣା ହେବ,ପ୍ରଶ୍ନ ଉଠୁଛି ଜଣେ ଜିଲ୍ଲା ସଭାପତି କୌଣସି ଗରୁତ୍ତ୍ୱ ନଥିବା ଜାଗାକୁ ଗଲେ କେମିତି, ନା ଜାଣିଶୁଣି ଦଳଭିତରେ ଗୋଷ୍ଠୀ ସୃଷ୍ଟି କରି ଦଳର ପ୍ରାଥୀ ଙ୍କୁ ହରାଇବାକୁ ଚକ୍ରାନ୍ତ କରୁଛନ୍ତି?