Home Breaking News / ତାଜା ଖବର ବିନିକା ସହରରେ ତମାଖୁ ଗୁଟକା ବିକ୍ରୟ ନିଷେଧ ପାଇଁ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ଚଢ଼ାଉ

ବିନିକା ସହରରେ ତମାଖୁ ଗୁଟକା ବିକ୍ରୟ ନିଷେଧ ପାଇଁ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ଚଢ଼ାଉ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା :୩୦-୧୧ () –ଆଜି ଜିଲ୍ଳା ଜନସ୍ବାସ୍ଥ୍ୟ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ଚଢ଼ାଉଟିମ ବିନିକା ସହର ବିଭିନ୍ନ ଅଂଚଳ ଦୋକାନ ମାନଙ୍କରେ ତମାଖୁ ସିଗାରେଟ୍ ଓ ଗୁଟଖା ବିକ୍ରୟ ନିଷେଧ ପାଇଁ ଏକ ଟିମସହର ର ମୋଟ ୨୬ ଗୋଟି ଦୋକାନ ଉପରେ ଚଢାଉ ହୋଇଥିଲା ୪୨୮୦ ଟଙ୍କା ଜରୀମାନା ଆଦାୟ କରାଯାଇଥିବା ସୁଚନା ମିଳିଛି ।ଏଥିରେ ଚଡ଼ାଉ ସହିତ ବିକ୍ରୟ ଓ ବ୍ୟବହାର ନିଷେଧ ଉପରେ ଲୋକଙ୍କୁ ସଚେତନା କରିଥିଲେ ା ଏନ୍ଫୋର୍ସମେଣ୍ଟ ସ୍ବାର୍ଡ଼ରେ ଖାଦ୍ୟ ନିରାପତ୍ତା ଅଧିକାରୀ ସସ୍ମିତା ନାଏକ ,ରୋଗ ସର୍ବେକ୍ଷଣ ଅଧିକାରୀ ଡ଼ା ବିଷ୍ଣୁ ଚରଣ ମାଝି ,ଜିଲ୍ଳା ଡ୍ରଗ୍ସ ଇନ୍ସପେକ୍ଟର ଉମାଶଙ୍କର ମେହେର , ଜ଼ିଲ୍ଲା ସ୍ବସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ବିନିକା ବିନିକା ଥାନା ଏଏସଆଇ ପୁ‌ଷ୍ପଲତା ଲେଙ୍କା ,ବିନିକା ଅବକାରୀ ଥାନା ଏଏସଆଇ କେଶବ ଧରୁଆ ସମେତ ବିନିକା ଥାନା ଓ ଅବକାରି ଥାନା କର୍ମଚାରି ମାନେ ସାମିଳ ଥିଲେ ା

related posts

Leave a Comment