Home Breaking News / ତାଜା ଖବର ବିଭୁତିଙ୍କ ପରିବାର ପାଇଁ ଆବାସ ଯୋଜନା ସାତ ସପନ, ସ୍କୁଲ ଘରେ ଜୀବନ ବିତୁଛି

ବିଭୁତିଙ୍କ ପରିବାର ପାଇଁ ଆବାସ ଯୋଜନା ସାତ ସପନ, ସ୍କୁଲ ଘରେ ଜୀବନ ବିତୁଛି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଯୋଜନା ଉପରେ ଯୋଜନା ସରକାର କରିଛନ୍ତି,କେତେ କଣ
ଜନକାରୀ ଯୋଜନା ହେଲେ ନୀରିହ
ଗରିବଲୋକଙ୍କପାଖରେପହଞ୍ଚିପାରୁନି।କେନ୍ଦ୍ର ସରକାରଙ୍କ ପ୍ରଧାନ ମନ୍ରୀ ଆବାସ ଯୋଜନା କିମ୍ବା ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଯୋଜନା
ସବୁ କିନ୍ତୁ ଏହି ଯୋଜନା ଗରିବ ଓ ଅସହାୟ ଲୋକମାନଙ୍କଠାରୁ ବହୁତ
ଦୂରରେ । ଏହାର ଏକ ଜଳନ୍ତା ଉଦାହରଣ ଦେଖିବାକୁ ମିଳିଛି ।
ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ଅନ୍ତର୍ଗତ ଆଲୁରୀ ପଞ୍ଚାୟତ ବୁରୁବୁରା ଗ୍ରାମରେ ଗ୍ରାମର ବିଭୁତି ପଧାନ ,ବୟସ 30ବର୍ଷ ପରିବାର କହିଲେ ସ୍ରୀ ପୁତୁକୁନୀ ପଧାନ ଓ କୁନି କୁନି ଦୁଇଟି ପିଲାଙ୍କୁ ନେଇ ଅଭାବି ସଂସାର । ଆଜକୁ ପାୟ 2ବର୍ଷ ପୂର୍ବେ ନିଜର ମାଟି ଛଣ ଘରଟି ନିଆଁ ଲାଗି ପୋଡିଯାଇଥିଲା
ଯାହାଫଳରେ ସଂମୃଣ୍ଣ ଘର ଟି ଜଳିଯିବା ସହିତ ନିଜର ଅତ୍ୟାବଶିକ  ଜିନିଷ ପୋଡିଯାଇଥିଲା । ବିଭୁତି ଅତି ଗରିବ ଶ୍ରେଣୀର ହୋଇଥିବାରୁ
ଖଣ୍ଡିଏ ମାଟି ଖପର ଘର ମଧ୍ୟ କରିପାରିଲେ ନାହିଁ । ଯାହା ଫଳରେ
ବାସସ୍ଥାନ ନ ପାଇଁ ପାଖ

related posts

Leave a Comment