Home Breaking News / ତାଜା ଖବର ଥାଇଲାଣ୍ଡରେ ଯୁବତୀ ପିନ୍ଧିଲେ ଏମିତି ପୋଷାକ, ଦୋକାନର ବିକ୍ରି ବଢିଗଲା ୪ ଗୁଣ, ଜାଣନ୍ତୁ କଣ ରହିଛି ପୁରା କାହାଣି..

ଥାଇଲାଣ୍ଡରେ ଯୁବତୀ ପିନ୍ଧିଲେ ଏମିତି ପୋଷାକ, ଦୋକାନର ବିକ୍ରି ବଢିଗଲା ୪ ଗୁଣ, ଜାଣନ୍ତୁ କଣ ରହିଛି ପୁରା କାହାଣି..

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆପଣ ଜାଣିଥିବେ ବ୍ୟବସାୟ କରିବାକୁ ଲୋକ ବିଭିନ୍ନ ଉପାୟ ଅବଲଂବନ କରଥାନ୍ତି । ଏ କଥା ହେଉଛି ଥାଇଲାଣ୍ଡର । ଯେଉଁଠାରେ ଜଣେ ଯୁବତୀଙ୍କ ଦୋକାନରେ ଭଲ ବ୍ୟବସାୟ ହେଉନଥିଲା । ୨୩ ବର୍ଷୀୟ ଓଲିଭ ଅରନ୍ୟା ଅପାଇସୋ ଏକ ନୂଆ ବାଟ ଆପଣାଇଲେ । ଦୋକାନରେ ସେ ଲୋକ କଟ୍ ଟପ୍ ପିନ୍ଧିବା ଆରମ୍ଭ କଲେ । ଏହା ପରେ ବଦଳି ଯାଇଥିଲା ତାଙ୍କ ଦୋକାନର ବ୍ୟବସାୟ ।

    ଅଲିଭ ଅରଣ୍ୟା କୁହନ୍ତି ଆଗରୁ ତାଙ୍କ ଦୋକାନରୁ ୩୦ରୁ କମ୍ ପ୍ୟାନକେକ୍ ବିକ୍ରି ହେଉଥିଲା । ବର୍ତମାନ ଦୈନିକ ଅରଣ୍ୟାଙ୍କ ଦୋକାନରୁ ୧୦୦ରୁ ଅଧିକ ପ୍ୟାକେଟ ବିକ୍ରି ହେଉଛି । ଦିନ ତମାମ ତାଙ୍କ ଦୋକାନ ଆଗ ଓ ଦୋକାନ ପାଖରେ ଲୋକଙ୍କ ଭିଡ ଲାଗି ରହୁଛି । ବାସ୍ କିଛି ଦିନରେ ଏହି ଅଜବଧରଣର ପୋଷାକ ଅଲିଭ ଅରଣ୍ୟାଙ୍କ ବେପାର ଖୁବ ବଢାଇ ଦେଇଛି । ଏହି ଘଟଣା ଥାଇଲାଣ୍ଡର ଚିୟାଂଗ ମାଇ ବଜାରର । ଲୋକଙ୍କ ଭିଡ ନେଇ ପୋଲିସ ପହଁଚିବା ପରେ, ଅଲିଭ ଅରଣ୍ୟାଙ୍କୁ ଶେଷ ଚେତାବନୀ ଦେଇ ଛାଡି ଦେଇଛି । 
         ପ୍ରକୃତରେ ୨୩ ବର୍ଷୀୟ ଅଲିଭ ଅରଣ୍ୟା ଜଣେ ନର୍ସିଂ ଛାତ୍ରୀ । ସେ ପାର୍ଟ ଟାଇମ ଏହି ଦୋକାନରେ ସେଲସମ୍ୟାନ କାମ କରନ୍ତି । ତାଙ୍କ ଡ୍ୟୁଟି ସମୟରେ ଭଲ ବିକ୍ରି ହେଉନଥିବାରୁ ସେ ଏମିତି ବାଟ ଗ୍ରହଣ କରି ନୂଆ କିଛି କରିବାକୁ ଉଦ୍ୟମ କରୁଥିଲେ । ସେତିକି ବେଳେ ଏହି ଲୋୟରକଟ୍ ଟପ୍ ପିନ୍ଧିବାକୁ ସେ ଚିନ୍ତା କରିଥିଲେ । ତେବେ ଏପରି ପୋଷାକ ପିନ୍ଧିବାକୁ ଥାଇଲାଣ୍ଡର ଚିୟାଙ୍ଗ ମାଇ ସହରରେ କେହି ଗ୍ରହଣ ବି କରିବେନାହିଁ । ଏଥିରେ ସହରର ନାମ ଖରାପ ହୋଇଥିବା ଅଭିଯୋଗ ବି ଆସିଛି । ଏହା ପରେ ପୋଲିସ ତାଙ୍କ ଦୋକାନକୁ ଯାଇ ଶେଷ ଚେତାବନୀ ଦେଇ ଛାଡି ଆସିଛି । ସେପଟେ ଦୋକାନରେ ପ୍ରତ୍ୟକ ଦିନ ଶହ ଶହ ଲୋକ ରୁଣ୍ଢ ହୋଇ ଅଲିଭ ଅରଣ୍ୟାଙ୍କ ସହ ସେଲଫି ନେବାକୁ ବି ଏକ ପ୍ରତିଯୋଗୀତା ଦେଖିବାକୁ ମିଳିଲାଣି ।

related posts

Leave a Comment