Home Breaking News / ତାଜା ଖବର ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକରେ ବ୍ଳକ କଂଗ୍ରେସ ତରଫରୁ ଜନଜାଗରଣ ଅଭିଯାନ

ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକରେ ବ୍ଳକ କଂଗ୍ରେସ ତରଫରୁ ଜନଜାଗରଣ ଅଭିଯାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦେଓଗାଁ ବ୍ଳକ କଂଗ୍ରେସ ତରଫରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ବିଫଳତା କୁ ନେଇ ଦେଓଗାଁ ରୂ ଜରାସିଂହା ପର୍ଯ୍ୟନ୍ତ ଜନଜାଗରଣ ପଦଯାତ୍ରା ହୋଇଥିଲା ଏହି ପଦଯାତ୍ରା ରେ ବ୍ଳକ କଂଗ୍ରେସ ସଭାପତି ରାମଜୀ ଚୌଧୁରୀ, ଯୁବ ନେତା ପପୁ ପାତ୍ର, m.l.a, ଙ୍କ ପ୍ରତିନିଧି କେନ୍ତେଶ୍ୱର ପଧାନ, କୃଷକ ସେଲ ସଭାପତି ପ୍ରାଦୁମ୍ନ ସାହୁ, ଉପସ୍ଥିତ ରହି ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ର ବିଫଳତା ଉପରେ ଆଲୋଚନା କରିଥିଲେ,

related posts

Leave a Comment