Home Breaking News / ତାଜା ଖବର ମହାବିରୋଡ଼ ଫାଣ୍ଡିରେ ନୂତନ ଅଧିକାରୀଙ୍କ ଯୋଗଦାନ

ମହାବିରୋଡ଼ ଫାଣ୍ଡିରେ ନୂତନ ଅଧିକାରୀଙ୍କ ଯୋଗଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  


କଙ୍କଡାହାଡ଼:(ନବକିଶୋର ସାହୁ)ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଫାଣ୍ଡି ର ନୂତନ ଫାଣ୍ଡି ଅଧିକାରୀ ଭାବେ ଦୁର୍ଯ୍ୟୋଧନ ପାଢ଼ୀ ଆଜି ଯୋଗଦାନ କରିଛନ୍ତି ।ପୂର୍ବରୁ ସେ ବାଲିମ ଥାନ।ରେ ଅବସ୍ଥାପିତ ଥିଲେ ।ନୂତନ ଅଧିକାରୀ ପାଢ଼ୀ କହିଛନ୍ତି ଆଗକୁ ମହାବିରୋଡ଼ ଅଞ୍ଚଳର ଆଇନ ସୃଙ୍ଖଳାକୁ ଗୁରୁତ୍ୱ ଦେବେ ।

related posts

Leave a Comment