Home Breaking News / ତାଜା ଖବର କାଶିପୁର ଡ୍ରାଇଭର ମହାସଂଘ ପକ୍ଷରୁ ଡୁଡୁକା ବାହାଲ ଗ୍ରାମପଞ୍ଚାୟତ ଡ୍ରାଇଭର ମହାସଂଘ ବୈଠକ ଅନୁଷ୍ଠିତ

କାଶିପୁର ଡ୍ରାଇଭର ମହାସଂଘ ପକ୍ଷରୁ ଡୁଡୁକା ବାହାଲ ଗ୍ରାମପଞ୍ଚାୟତ ଡ୍ରାଇଭର ମହାସଂଘ ବୈଠକ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା- ୨୭/୧୧-(ଧନେଶ୍ବର ରାଉତ)
କାଶିପୁର ବ୍ଲକ ଟିକିରି ଅନ୍ତର୍ଗତ ସର୍ଗିଗୁଡା ଗ୍ରାମ ନିକଟରେ ଏକ ଆମ୍ବ ଟୋଟା ରେ କାଶିପୁର ଡ୍ରାଇଭର ମହାସଂଘ ପକ୍ଷରୁ। ଡୁଡୁକା ବାହାଲ ଜି,ପି ର ସମସ୍ତ ଡ୍ରାଇଭର ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପାଞ୍ଚ ଜଣିଆ ଟିମ୍ ଚୟନ କରାଯାଛି।ଏହି ବୈଠକରେ କୁମ୍ବେଶ୍ଵର ମାଝୀ, ନିରଞ୍ଜନ ସାହୁ,ରମେଶ ମାଝୀ, ସଞ୍ଜୟ ମାଝୀ, ଙ୍କୁ ନୂତନ ଡାଇଭର ମହାସଂଘ ପାଞ୍ଚ ଜଣିଆ ଟିମ୍ ଚୟନ କରାଯାଇଛି। ଏହି ବୈଠକରେ ଡ୍ରାଇଭର ମାନଙ୍କୁ ଅସୁବିଧା ହୁଏ । କିମ୍ବା କଉ ଡ୍ରାଇଭର ମାନଙ୍କର ରାସ୍ତାରେ କାହାରି ଗାଡ଼ି ଦୁର୍ଘଟଣା ରେ ଗ୍ରସ୍ତ ହୁଏ ତେବେ ସେ ମାନେ । ପ୍ରଥମେ ସେମାନେ କାଶିପୁର ବ୍ଲକ ସଭାପତିଙ୍କୁ ଜଣାଇବେ । ପରେ ସେମାନେ ତାର ସୁବିଧା ର ସମାଧାନ କରାଯିବ ବୋଲି ଆଲୋଚନା କରାଯାଇଥିଲା। ଏଥିରେ ସମସ୍ତ ଡ୍ରାଇଭର ମାନଙ୍କୁ ନିଜର ଡ୍ରାଇଭର ଲାଇସେନ୍ସ, ଗାଡ଼ିର କାଗଜ ପତ୍ର ପାଖରେ ରଖି ଗାଡି ଚଲେଇବା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା। ଏଥିରେ ଉପ ସଭାପତି , ଜଗନ୍ନାଥ ତୁରୁକ୍ , ସାମ୍ବାଦିକ କିସର କୁମାର ଭୂୟାଁ,ଓ ସାମ୍ବାଦିକ ଆକାଶ କୁମାର ନାଏକ ହୃଷିକେଶ ସାହୁ,ଙ୍କ ଉପସ୍ଥିତି ରେ। ପ୍ରାୟ ୧୦୦ ଜଣ ଡୁଡୁକା ବାହାଲ ଗ୍ରାମପଞ୍ଚାୟତ ର ଡ୍ରାଇଭର।ରାୟଗଡା ଜିଲ୍ଲ ।

related posts

Leave a Comment