Home Breaking News / ତାଜା ଖବର ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ କ୍ରମାଗତ ଅବହେଳା, ପାତର ଅନ୍ତର ନୀତି ଓ ଘୃଣା ଭାବକୁ..

ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ କ୍ରମାଗତ ଅବହେଳା, ପାତର ଅନ୍ତର ନୀତି ଓ ଘୃଣା ଭାବକୁ..

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କେମିତି ବ୍ରହ୍ମପୁରର ବର୍ଦ୍ଧିତ ଅଂଶ ବା ସହର ତଳିକୁ (ଯେଉଁ ଅଞ୍ଚଳରେ ପ୍ରାୟ ୩ ଲକ୍ଷ ଲୋକ ରୁହନ୍ତି) BMC ରେ ନ ମିଶାଇବା ପାଇଁ ରାଜ୍ୟ ର #ବିଜେଡି BJD Odisha ସରକାର ଓ ଆମ ଲୋକ ପ୍ରତିନିଧି ପ୍ରାଣପଣେ ଉଦ୍ୟମ କରୁଛନ୍ତି ।
ବର୍ଷ ବର୍ଷ ର ଆନ୍ଦୋଳନ ପରେ BMC ରେ ୱାର୍ଡ ସଂଖ୍ୟା ନ ବଢ଼ାଇବା ଏହି ଷଡଯନ୍ତ୍ର ର ଅଂଶ।

ଏମାନଙ୍କ ସ୍ଵରରେ ସ୍ୱର ମିଶାଇ ଜିଲ୍ଲାପାଳ ଓ Bmc Commissioner ବି ନାଚୁଛନ୍ତି।

ଏଠି ପ୍ରଶ୍ନ ଉଠୁଛି, ସାରା ଓଡ଼ିଶା ପାଇଁ ଗୋଟେ ନିୟମ ଓ #ବ୍ରହ୍ମପୁର ପାଇଁ ଆଉ ଗୋଟେ ନିୟମ କାହିଁକି?

ସମ୍ବଲପୁର #ରାଉରକେଲା ର କ୍ଷେତ୍ରଫଳ ୩୦୦ sq km ଠୁ ଅଧିକ ଓ #କଟକ #ଭୁବନେଶ୍ୱର ର କ୍ଷେତ୍ରଫଳ ୪୦୦ sq km ରୁ ଅଧିକ ଥିବା ବେଳେ #ବ୍ରହ୍ମପୁର କୁ କେବଳ ଏମାନଙ୍କ ଠାରୁ ଛୋଟ ଦେଖାଇବା ପାଇଁ ଏହାର କ୍ଷେତ୍ର ଫଳ ମାତ୍ର ୮୦ sq km ରଖା ଯାଇଛି।

BMC ରେ କାହିଁକି ମିଶା ଯାଉନି ୧୮ ସହର ତଳି ପଞ୍ଚାୟତ, ମୁଖ୍ୟମନ୍ତ୍ରୀ Naveen Patnaik ଜବାବ ଦେବେ କି?
ଆପଣ ମାନେ ଚିନ୍ତା କରନ୍ତୁ, ଏହି ଭଳି ଧୋକବାଜ ଓ ଗଞ୍ଜାମ ଜିଲ୍ଲା ବିରୋଧୀ BJD ସରକାର ଅଧିନରେ ଆମ ଭବିଷ୍ୟତ ସୁରକ୍ଷିତ କି?

ଏହା ବ୍ରହ୍ମପୁର ପ୍ରତି ଅନ୍ୟାୟ ନୁହଁ କି?
ତେବେ ଆପଣ ମାନେ ଚୁପ୍ କାହିଁକି?

ଏହାର ଦୃଢ ପ୍ରତିବାଦ ବ୍ରହ୍ମପୁର ର ପ୍ରତ୍ୟେକ ନାଗରିକ କରନ୍ତୁ🙏🙏

related posts

Leave a Comment