Home Breaking News / ତାଜା ଖବର କଙ୍କଡାହାଡ଼ ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କଲେ ସାଂସଦ

କଙ୍କଡାହାଡ଼ ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କଲେ ସାଂସଦ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼:(ନବକିଶୋର ସାହୁ)ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକର ବିରିବୋଲାଇ,ଝିଲ୍ଲୀ,କରଗୋଲା,କାନ୍ତୁଲ, ଗ୍ରାମ ପଞ୍ଚାୟତ ରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ର ଶୁଭାରମ୍ଭ ଅନୁଷ୍ଠିତ ହୋଇଥିଲା ।ବିଜୁ ସ୍ୱାସ୍ଥ୍ୟ କାର୍ଡ କାର୍ଯ୍ୟକ୍ରମ ରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗ ଦେଇ କାର୍ଡ ବଣ୍ଟନ କରିଥିଲେ ।ସମ୍ନାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ କାର୍ତିକ ସାହୁ,ଗୋଷ୍ଠିଉନ୍ନୟନ ଅଧିକାରୀ ବୁଲ ବୁଲ ବେହେରା,ବିରିବୋଲାଇ ସରପଞ୍ଚ ଗୁଣନିଧି ସାହୁ,ଝିଲ୍ଲୀ ସରପଞ୍ଚ ସୁଶାନ୍ତ ସାହୁ,ଜିଲ୍ଲାପରିଷଦ ସଦସ୍ୟା ସୁକାନ୍ତି ପ୍ରଧାନ,କାନ୍ତୁଲ ସରପଞ୍ଚ ପାହାନ୍ତି ପାତ୍ର ,ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଭାକର ଗଡ଼ନାୟକ,କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ସଭାପତି ରାଜେଶ କୁମାର ଦେହୁରୀ ଉପସ୍ଥିତ ଥିଲେ ।ସମସ୍ତ ପଞ୍ଚାୟତ ରୁ ଆସିଥିବା ହିତାଧିକାରୀଙ୍କୁ କାର୍ଡ ଦିଆଯାଇଥିଲା ।ସରକାରୀ କର୍ମଚାରୀ,ଅଙ୍ଗନବାଡ଼ି କର୍ମୀ,ସ୍ୱାସ୍ଥ୍ୟ କର୍ମୀ, ଏବଂ ସମସ୍ତ SHG ମା ମାନେ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ।

related posts

Leave a Comment