Home Breaking News / ତାଜା ଖବର ଓଡିଶାକୁ ବାତ୍ୟାରେ ଭୟ

ଓଡିଶାକୁ ବାତ୍ୟାରେ ଭୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଡିସେମ୍ବର ପ୍ରଥମ ସପ୍ତାହରେ ଆସିପାରେ ବାତ୍ୟା । ୩ତାରିଖରୁ ୫ ତାରିଖ ଭିତରେ ଉପକୂଳରେ ମାଡ ହୋଇପାରେ । ଏହା ଓଡିଶା କିମ୍ବା ଆନ୍ଧ୍ରରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ବିଭିନ୍ନ ପାଣିପାଗ ମଡେଲ ଏଭଳି ପ୍ରାକ୍ ସଙ୍କେତ ଦେଖାଇଛନ୍ତି । ମାତ୍ର ଏହା ଦିନେ କି ଦୁଇଦିନ ପରେ ଚିତ୍ର ସ୍ପଷ୍ଟ ହେବ ।

ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ ୨୯ ତାରିଖରେ ଦକ୍ଷିଣ ଆଣ୍ଡାମାନସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା ପଶ୍ଚିମ-ଉତ୍ତର ପଶ୍ଚିମରେ ମୁହାଁଇବ । ଏହାସହିତ ୪୮ ଘଣ୍ଟା ଭିତରେ ଅଧିକ ଘନୀଭୂତ ହୋଇପାରେ । ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ । ୪ରୁ ୫ ତାରିଖ ଭିତରେ ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ ।

related posts

Leave a Comment