Home Breaking News / ତାଜା ଖବର ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟ ଶୀତ କାଳିନ ଶିବିର ଉଦଯାପିତ

ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟ ଶୀତ କାଳିନ ଶିବିର ଉଦଯାପିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା: ଆଜି ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟ ୭ଦିନ ଧରି ଚାଳିଥିବା ଶୀତ କାଳିନ ଯାତିୟ ସେବା ଯୋଜନା ଶିବିର ଏନଏସଏସ ପ୍ରୋଗ୍ରାମ ଅଫିସର ରୋହିତ ଧରୁଆଙ୍କ ତ୍ବାବଧାନରେ ଉଦଯାପିତ ହୋଇଯାଇଛି ା ବିନିକା ଏନଏସି ଅଧିନସ୍ତ ୧୨ ନମ୍ବର ୱାଡ଼ କୁଳପଡ଼ା ଠାରେ ସ୍ବଚ୍ଛ ଭାରତ ଅଭିଯାନ, ଜଳପରିମଳ ଓ ସଚେତନତା, ସ୍ବାକ୍ଷରତା ଅଭିଜାନ, ବାଳ୍ୟବିଭାହ କୁ ନା,ମଦମୁକ୍ତି ଅଭିଜାନ , ସାମାଜିକ ଓ ଅର୍ଥ ନୈତିକ ସର୍ଭେ, ସଡ଼କ ସୁରକ୍ଷା, ପରିବେଷ ପ୍ରଦୁଶଣ , ବୃକ୍ଷ ରୋପଣ ଉପକାରୀତା, ଅଦ୍ଧବିଶ୍ବାସ ଦୁରିକରଣ, ଆରଟିଆଇ , ନାରୀ ଶିକ୍ଷା ଓ କରୋନା ସଚେତନା ,ରକ୍ତଦାନ ମହତଦାନ ଉପରେ ୨୫ ଜଣ ସ୍ବେଚ୍ଛା ସେବି ୭ ଦିନ ଧରି ଜନସାଧାରଣଙ୍କୁ ସଚେତନା କରିଥିଲେ ା୨୫ ଜଣ ସ୍ବେଚ୍ଛା ସେବି ଙ୍କୁ ମହାବିଦ୍ୟାଳୟ ଖେଲ ଶିକ୍ଷକ ନାରାୟଣ ଚଉଧୁରୀ ଯୋଗା ଭ୍ୟାସ କରାଇଥିଲେ ା ଅନୁଷ୍ଟିତ ଉଦଜାପନି ଉତ୍ସବରେ ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷ ରେଖା ପଧାନ ଅଧକ୍ଷତାରେ ଅନୁଷ୍ଟିତ ସଭାରେ ସିଦ୍ଧାର୍ଥ ଡ଼ିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଧିରେନ୍ଦ୍ର ନାୟକ ମୂଖ୍ୟ ଅତିଥି , ଅଧ୍ୟାପକ ମନରଞ୍ଜନ ପଧାନ, ଅଧ୍ୟାପକ ନିରଞ୍ଜନ ପାଣ୍ଡିଆ ପ୍ରମୁଖ ସମ୍ମାନିତ ଅତିଭାବରେ ଯୋଗଦେଇ ଛାତ୍ର ଛାତୀଙ୍କୁ ଉତ୍ସାହିତ କରିବାସହ ମାନପତ୍ର ପ୍ରଦାନ କରିଥିଲେ ା ଅଧ୍ୟାପକ ଧନେଶ୍ବର ସାହୁ ମଞ୍ଚପରିଚାଳନା କରିଥିଲେ ା

related posts

Leave a Comment