Home Breaking News / ତାଜା ଖବର ଘାଗରାମୁଣ୍ଡା ଗ୍ରାମ ପଞ୍ଚାୟତ ରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ର ଶୁଭାରମ୍ଭ କାର୍ଯ୍ୟକ୍ରମ”

ଘାଗରାମୁଣ୍ଡା ଗ୍ରାମ ପଞ୍ଚାୟତ ରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ର ଶୁଭାରମ୍ଭ କାର୍ଯ୍ୟକ୍ରମ”

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଢେଙ୍କାନାଳ ଜିଲ୍ଲା ର କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ଘାଗରାମୁଣ୍ଡା ଗ୍ରାମ ପଞ୍ଚାୟତ ରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି କାର୍ଯ୍ୟକ୍ରମ ରେ କଙ୍କଡାହାଡ଼ ପଂଚାୟତ ସମିତି ଅଧ୍ୟକ୍ଷ କାର୍ତ୍ତିକ ସାହୁ ଯୋଗଦାନ କରିଥିଲେ, ସମ୍ନାନିତ ଅତିଥି ଭାବେ ଗ୍ରାମ ପଂଚାୟତ ସରପଞ୍ଚ ସୁଜାତା ସିଂହ,ସମିତି ସଭ୍ୟା ପୁଷ୍ପଲତା ସିଂହ,ବିଜେଡି ସଭାପତି ବାଙ୍କନିଧି ବେହେରା ଏବଂ ସେବାଶ୍ରମ ସ୍କୁଲ ର ପ୍ରଧାନ ସେବକ ତୀର୍ଥବାସୀ ମହାନ୍ତି ଉପସ୍ଥିତ ଥିଲେ,ଉକ୍ତ କାର୍ଯ୍ୟକ୍ରମରେ ପଂଚାୟତ ସମିତି OLM ସରିତା ବେହେରା ଅଭିଭାଷଣ ପ୍ରଦାନ କରିଥିଲେ,ଯୋଗାଣ ଅଧିକାରୀ ସୁନିତା ବେହେରା,ପଂଚାୟତ ନିର୍ବାହି ଅଧିକାରୀ ମୁନ୍ନା ସୁରେନ ଏବଂ ଗ୍ରାମ ରୋଜଗାର ସେବକ ଲଳିତ ସାହୁଙ୍କ ଙ୍କ ଉପସ୍ଥିତି ରେ କାର୍ଡ ବଣ୍ଟନ କରାଯାଇଥିଲା,ଅନ୍ୟ ମାନଙ୍କ ମଧ୍ୟରେ ଅଙ୍ଗନବାଡ଼ି କର୍ମୀ, ସ୍ବାସ୍ଥ୍ୟ କର୍ମୀ ଏବଂ କଣ୍ଟ୍ରୋଲ ଡିଲର ମାନେ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ, ଆଜି ସର୍ବ ମୋଟ48 ଟି କାର୍ଡ ବଣ୍ଟନ କରାଯାଇଥିଲା |

related posts

Leave a Comment