Home Breaking News / ତାଜା ଖବର ସୁବର୍ଣ୍ଣପୁର ସହର ରେ ତମାଖୁ ଗୁଟକା ବିକ୍ରୟ ନିଷେଧ ପାଇଁ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ଚଢ଼ାଉ

ସୁବର୍ଣ୍ଣପୁର ସହର ରେ ତମାଖୁ ଗୁଟକା ବିକ୍ରୟ ନିଷେଧ ପାଇଁ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ଚଢ଼ାଉ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର :୨୫-୧୧ ଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସୁବର୍ଣ୍ଣପୁର ସହର ର ବିଭିନ୍ନ ଅଂଚଳ ର ଦୋକାନ ମାନଙ୍କରେ ତମାଖୁ ସିଗାରେଟ୍ ଓ ଗୁଟଖା ବିକ୍ରୟ ନିଷେଧ ପାଇଁ ଏକ ଟିମସହର ର ମୋଟ ୪୦ ଗୋଟି ଦୋକାନ ଉପରେ ଚଢାଉ ହୋଇଥିଲା ଓ ୨୯ ଟି ଦୋକନରୁ ୪୯୦୦ ଟଙ୍କା ଜରୀମାନା ଆଦାୟ କରାଯାଇଥିବା ସୁଚନା ମିଳିଛି । ଏହି କୋଟପା ଏନ୍ଫୋର୍ସ ମେଣ୍ଟ ଟିମରେ ଖାଦ୍ଯ ନିରାପତ୍ତା ଅଧିକାରୀ ସସ୍ମିତା ନାଏକ ଡ୍ରଗ୍ସ ଇନ୍ସପେକ୍ଟର ଉମାଶଂକର ମେହେର , ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପରିଦର୍ଶକ ତଥା କୋଭିଡ ଭେକସିନ ପରିଚାଳକ ପ୍ରମାେଦ କୁମାର ସାହୁ, ରାଜିବ ପଧାନ ଅବକାରୀ ବିଭାଗ ର ଏ ଏସ ଆଇ କିତନ ନାଏକ ଓ ଟିମ ପାେଲିସ ପର୍ସନେଲ ସୁଶାନ୍ତ ପଧାନ ପ୍ରମୁଖ ସାମିଲ ଥିଲେ

related posts

Leave a Comment