Home Breaking News / ତାଜା ଖବର ଘର ଶଜାଡୁଛି ବିଜେଡି

ଘର ଶଜାଡୁଛି ବିଜେଡି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ନଗିରି(ଚିତ୍ତରଞ୍ଜନ ମହାନ୍ତି): ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଭୂବନପୁର ଗ୍ରାମ ପଞ୍ଚାୟତ ରେ ବିଜୁଜନତା ଦଳ କର୍ମୀ ଶମିଳନୀ ଆୟୋଜନ ହୋଇଯାଇଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଆଖିଆଗର ରଖି ପ୍ରତି ପଞ୍ଚାୟତ କୁ ଗସ୍ତ କରୁଛନ୍ତି ଯୋଜନା ବୋର୍ଡର ଉପାଧ୍ୟକ୍ଷ ମାନ୍ୟବର ସଞ୍ଜୟ କୁମାର ଦାସବର୍ମା ।୧୦ଟି ଗ୍ରାମ ର ୧୨ ଟି ୱାଡ ରୁ ମୁରବି ମାନଙ୍କ ଉପସ୍ଥିତ ରେ ବୈଠକରେ ଯୋଗ ଦେଇଥିଲେ । ,ବ୍ରହ୍ନଗିରି ବ୍ଲକ ବିଜୁଜନତା ଦଳ ସଭାପତି ବିଦ୍ୟଧର ସ୍ୱାଇଁ ,ଜିଲ୍ଲା ପରିଷଦ ସଭ୍ୟ କୈଳାସ ଚନ୍ଦ୍ର ପରିଡା ,ଭୂବନପୁର ଗ୍ରାମ ପଞ୍ଚାୟତ ବିଜେଡି ସଭାପତି ବୀରକିଶ୍ୱର ଦାସ ବୈଠକରେ ଯୋଗଦାନ କରି ଥିଲେ । ୨୦୧୯ନିର୍ବାଚନ ର ପାରାଜୟ ର କାରଣ ଓ କିଭଳି ହେବ ତାର ପ୍ରତିକାର ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲଚନା କରିଥିଲେ । ବ୍ରହ୍ନଗିରି ରେ ଫୁଟିଛି ପଦ୍ମ ରାଜରାସ୍ତାକୁ ଓଲାଇଛି ଛାତ୍ର ବିଜେଡ଼ି ଓ ଯୁବ ବିଜେଡ଼ି ।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ରୁ ଫେରୁଥିବାବେଳେବିଜେପି ର ମୁଖ୍ୟମନ୍ତ୍ରୀ ଙ୍କୁ ଅଣ୍ଡା ମାଡ ଘଟଣା ରେ ଆମେ ପ୍ରଶ୍ନ ଉଠାଇଥିଲୁ ଆସନ୍ତୁ ଶୁଣିବା କଣ ଉତ୍ତର ରଖିଛନ୍ତି ଶ୍ରା ଦାସବର୍ମା ।

related posts

Leave a Comment