Home Breaking News / ତାଜା ଖବର ସ୍ଵେଛାକୃତ ରକ୍ତଦାନ ଶିବିର

ସ୍ଵେଛାକୃତ ରକ୍ତଦାନ ଶିବିର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାପଡାହାଣ୍ଡି ମେଡ଼ିକାଲରେ ଆଜି ସମ୍ବାଦ ଓ ଆମ ଓଡିଶା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି | ବ୍ଲକ ସମ୍ବାଦ ପ୍ରତିନିଧି ଏନ ଜନର୍ଦ୍ଧନ ରାଓଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ବ୍ଲକର ପୂର୍ବତନ ଅଧକ୍ଷ ତଥା ବ୍ଲକ ଶହୀଦ ସ୍ମୃତି କମିଟି ସଭାପତି ସୋମନାଥ ବିଶୋଇ, ଓୟୁଯେ ସଭାପତି ସୁଶାନ୍ତ ବେହେରା, ଡ଼ା ମନସ୍ମିତା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ | ଅତିଥି ମାନେ ରକ୍ତ ଦାନର ମହତ୍ୱ ସମ୍ପର୍କରେ ଅବଗତ କରାଇଥିଲେ | ଗାଁ ସାଥି ମେଟ, ଜିଭି ପିଆର ଓ ସ୍ଥାନୀୟ ଅଂଚଳର ମହିଳା ଏବଂ ପୁରୁଷ ମାନେ ରକ୍ତ ଦାନ କରିଥିଲେ | ବହୁ ସଂଖ୍ୟାରେ ରକ୍ତ ସଂଗ୍ରହ ହୋଇଥିଲା

related posts

Leave a Comment